Odisha Link
Bridging the Missing Links in Odisha
Daily Archives

September 11, 2024

ପାକିସ୍ତାନରେ ଭୂକମ୍ପ, ରାଜଧାନୀରେ…

ଓଏଲ୍‌ ବ୍ୟୁରୋ: ପୁଣି ଥରିଲା ରାଜଧାନୀ ଦିଲ୍ଲୀ। ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ ହୋଇଥିବାବେଳେ ସେଠାରେ ୫.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ଭାରତର ଦିଲ୍ଲୀ ଏନସିଆର ଏବଂ ଉତ୍ତର ଭାରତର…

କୁକୁରଙ୍କ ପାଇଁ ଶ୍ମଶାନ ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରି ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ କଂଗ୍ରେସ ବିଧାୟିକାଙ୍କୁ ପ୍ରଶଂସା କରିଛନ୍ତି ନଗର ଉନୟନ ମନ୍ତ୍ରୀ। ଆଜି ଗୃହରେ ବିଧାୟିକା ସୋଫିଆ…

ନିଯୁକ୍ତି ପାଇଁ ଆସିବ ସ୍ଵତନ୍ତ୍ର ଆଇନ,…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ନିଯୁକ୍ତି ଭିତ୍ତିକ ପରୀକ୍ଷାକୁ ସ୍ୱଚ୍ଛ, ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ନିକଟରେ ଏନେଇ କେନ୍ଦ୍ର ସରକାର ସ୍ଵତନ୍ତ୍ର ଆଇନ ଆଣିଥିବା ବେଳେ ଅନୁରୂପ ଭାବେ ରାଜ୍ୟ ସରକାର ଏକ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା…

ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା:…

ଓଏଲ୍‌ ବ୍ୟୁରୋ: ଆଜି ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରମିକଙ୍କ ସୁରକ୍ଷା ପାଇଁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଢାଯାଇଥିବା କହିଛନ୍ତି। ଶ୍ରମିକମାନେ ପ୍ରାୟତଃ ବିଭିନ୍ନ ଅସୁବିଧାରେ ନିଅଣ୍ଟିଆ…

ଜନ୍ମଦିନରେ ଓଡ଼ିଶା ଆସିବେ…

ଓଏଲ୍‌ ବ୍ୟୁରୋ:  ୭୪ତମ ଜନ୍ମଦିନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା ସହିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।…

ଆମେରିକା ରାଷ୍ଟ୍ରପତି ନିର୍ବାଚନ:…

ଓଏଲ୍‌ ବ୍ୟୁରୋ: ଆଉ ୨ ମାସ ପରେ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ସରଗରମ ହୋଇ ଉଠିଛି ଆମେରିକା ରାଜନୀତି। ଆମେରିକା ରାଷ୍ଟ୍ରପତି ନିର୍ବାଚନର ପରମ୍ପରା ଅନୁଯାୟୀ ଆରମ୍ଭ ହୋଇଛି ମହାବିତର୍କ। ନିର୍ବାଚନ ପୂର୍ବରୁ ମହାବିତର୍କରେ ମୁହାଁମୁହିଁ ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ।…

ଓଡ଼ିଶାକୁ ଗର୍ବିତ କରାଇଲେ ସୁଶ୍ରୀ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାକୁ ଗର୍ବିତ କରିଛନ୍ତି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ବାସ୍ଥ୍ୟ ସେବିକା ସୁଶ୍ରୀ ସଞ୍ଜୁକ୍ତା ସେଠୀ। ସ୍ବାସ୍ଥ୍ୟ କ୍ଷେତ୍ରରେ ଜୀବନକୁ ସମର୍ପିତ କରିଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ବାସ୍ଥ୍ୟ ସେବିକା ସୁଶ୍ରୀ ସଞ୍ଜୁକ୍ତା ସେଠୀଙ୍କୁ ମହାମହିମ…

କୋଠା ପ୍ରେମୀ ସରକାରୀ ବାବୁ, ଅମାପ…

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଆଜି ସିଭିଲ ଇଂଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଉଛି। ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଞ୍ଜନଗର ଜଳସମ୍ପଦ…

ଗୃହରେ ହଙ୍ଗାମା, କକ୍ଷତ୍ୟାଗ କଲେ…

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ କିଛି ସମୟ ପରେ ହୁଲସ୍ତୁଲ ହୋଇଛି ଗୃହ। ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରି ରହିଥିବାବେଳେ ଶୂନ୍ୟକାଳରେ ତାରା ବାହିନୀପତି କକ୍ଷତ୍ୟାଗ କରିଛନ୍ତି। ବିଧାନସଭାରେ ପ୍ରଶ୍ନ ପାଇଁ ସୁଯୋଗ ନମିଳିବାରୁ କଂଗ୍ରେସ ବିଧାୟକ ତାରାପ୍ରସାଦ…

ମଣିପୁର ହିଂସା: ଅମିତ ଶାହଙ୍କୁ ଚିଠି…

ଓଏଲ୍‌ ବ୍ୟୁରୋ: କିଛି ମାସ ଶାନ୍ତ ରହିବା ପରେ ଏବେ ପୁଣିଥରେ ଅଶାନ୍ତ ହୋଇଛି ମଣିପୁର। ପୁଣିଥରେ ମଣିପୁର ହିଂସାର ବହ୍ନି ଜଳିବାରେ ଲାଗିଛି। ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି ମଣିପୁର ହିଂସା। ଯାହାକୁ ନଜରରେ ରଖି ମଣିପୁର ସରକାର ସାରା ରାଜ୍ୟରେ ଆଗାମୀ ୫ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସୁବିଧା…