Odisha Link
Bridging the Missing Links in Odisha

ଗୃହରେ ହଙ୍ଗାମା, କକ୍ଷତ୍ୟାଗ କଲେ କଂଗ୍ରେସ ବିଧାୟକ

ଓଏଲ୍‌ ବ୍ୟୁରୋ: ବିଧାନସଭା ଅଧିବେଶନ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ କିଛି ସମୟ ପରେ ହୁଲସ୍ତୁଲ ହୋଇଛି ଗୃହ। ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରି ରହିଥିବାବେଳେ ଶୂନ୍ୟକାଳରେ ତାରା ବାହିନୀପତି କକ୍ଷତ୍ୟାଗ କରିଛନ୍ତି। ବିଧାନସଭାରେ ପ୍ରଶ୍ନ ପାଇଁ ସୁଯୋଗ ନମିଳିବାରୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କାଗଜ ଫିଙ୍ଗିବା ସହ କକ୍ଷତ୍ୟାଗ କରିଛନ୍ତି। ତାରାଙ୍କୁ ସମର୍ଥନ କରି ବିଜେଡି ସଦସ୍ୟ ପ୍ରତିବାଦ କରିଛନ୍ତି।

Leave A Reply

Your email address will not be published.