Odisha Link
Bridging the Missing Links in Odisha
Daily Archives

September 12, 2024

ଅକ୍ଟୋବର ୨୭ରେ OAS ପ୍ରିଲିମ୍ ପରୀକ୍ଷା,…

ଓଏଲ୍‌ ବ୍ୟୁରୋ: ଦଶହରା ପରେ ଅନୁଷ୍ଠିତ ହେବ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା। ଏନେଇ ଆଜି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପ୍ରିଲିମିନାରି ପରୀକ୍ଷା ପାଇଁ ତାରିଖ ଘୋଷଣା କରଯାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ…

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା:…

ଓଏଲ୍‌ ବ୍ୟୁରୋ: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଏବେବି ଜାରି ରହିଛି। ଆଜି ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ସହ ମମତା ବାନାର୍ଜୀ ନବାନ୍ନରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। ହେଲେ କେହି ବି ଆସିନଥିଲେ। ରୋଗୀ…

ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫି:…

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ଚାଇନାରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ ହାସଲ କରିଛି ୪ର୍ଥ ବିଜୟ। ସେମି ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତୀୟ ଦଳ…

ଦୁଲୀପ ଟ୍ରଫି: ଅଚାନକ ମିଳିଲା ଦଳରେ…

ଓଏଲ୍‌ ବ୍ୟୁରୋ: ପ୍ରଥମେ ଦିନିକିଆ ବିଶ୍ବକପ୍‌, ପରେ ଟି-୨୦ ବିଶ୍ବକପ୍‌ ଦଳରେ ସ୍ଥାନ ମିଳିନଥିଲା। ଏପରିକି ବିଶ୍ବକପ୍‌ ପରେ ଭାରତୀୟ ଦଳରେ ବି ମିଳିନଥିଲା ସ୍ଥାନ। ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୁଲୀପ ଟ୍ରଫିରେ ସ୍ଥାନ ପାଇବା ପରେ ବି ପ୍ରଥମ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ ଇଶାନ କିଷନ। ପ୍ରଥମ…

VL-SRSAM ମିସାଇଲର ସଫଳ ପରୀକ୍ଷଣ

ଓଏଲ୍‌ ବ୍ୟୁରୋ: ଭିଏଲ୍‌-ଏସ୍‌ଆରଏସ୍‌ଏଏମ୍‌ ସଫଳ ପରୀକ୍ଷଣ। ଆଜି ଅପରାହ୍ନ ୩ଟା ୧୯ ମିନିଟରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଭର୍ଟିକାଲ ଲଞ୍ଚ ସ୍ବଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା ଭିଏଲ୍‌-ଏସ୍‌ଆରଏସ୍‌ଏଏମ୍‌(ଭର୍ଟିକାଲ…

ଅବସରପ୍ରାପ୍ତ ନିଯୁକ୍ତିରେ ଅଙ୍କୁଶ, ଜାରି…

ଓଏଲ୍‌ ବ୍ୟୁରୋ: ଅବସର ପରେ ପୁନଃ ନିଯୁକ୍ତି ପାଇଁ ନିର୍ଦେଶାବଳୀ ଜାରି ହୋଇଛି। କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ ହେବ ସେନେଇ ବିସ୍ତୃତ ଗାଇଡଲାଇନ ଜାରି ହୋଇଛି। ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି ପାଇଁ ଗଠନ କମିଟି ହେବ। ଏହି କମିଟିର ସଭାପତିତ୍ବ କରିବେ ମୁଖ୍ୟ ଶାସନ ସଚିବ। କମିଟିରେ ମୁଖ୍ୟ ସଚିବ,…

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ…

ଓଏଲ୍‌ ବ୍ୟୁରୋ: ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ନୂଆ ରେକର୍ଡ ସୃଷ୍ଟି କରିଛି। ଚଳିତ ଆର୍ଥିକ ବର୍ଷରେ ୧୬୦ ଦିନ ମଧ୍ୟରେ ୧୦୦.୪୪ ନିୟୁତ ଟନ୍ ପଣ୍ୟ ଅପସାରଣ କରି ପୂର୍ବତଟ ରେଳପଥ ପଣ୍ୟ ପରିବହନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଗତ ଆର୍ଥିକ ବର୍ଷର ସମାନ ଅବଧି ପଣ୍ୟ ଅପସାରଣ ତୁଳନାରେ…

ସିମଲା ମସ୍‌ଜିଦ ବିବାଦରେ ନୂଆ ମୋଡ଼

ଓଏଲ୍‌ ବ୍ୟୁରୋ: ସିମଲା ମସଜିଦ ବିବାଦରେ ନୂଆ ମୋଡ଼। ମୁସଲିମ ସମ୍ପ୍ରଦାୟର ଲୋକ ବିବାଦିତ ମସଜିଦର ଅବୈଧ ଅଂଶକୁ ଭାଙ୍ଗିବାକୁ ରାଜି ହୋଇଛନ୍ତି। ମୁସଲିମ୍‌ ପକ୍ଷ ମସଜିଦର ଅବୈଧ ଅଂଶକୁ ଭାଙ୍ଗିବା ପାଇଁ ନଗର ନିଗମ କାର୍ଯ୍ୟକାଳରେ ପହଁଞ୍ଚି କହିଛନ୍ତି। ମୁସଲିମ ପକ୍ଷ କହିଛନ୍ତି ଯେ ନିଜେ ଅବୈଧ ଅଂଶକୁ…

ପରଲୋକରେ ସିପିଆଇଏମ୍ ସାଧାରଣ ସମ୍ପାଦକ…

ଓଏଲ୍‌ ବ୍ୟୁରୋ: ପରଲୋକରେ ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। ୭୨ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ନୂଆଦିଲ୍ଲୀ ଏମ୍ସରେ ଗତ କିଛି ଦିନ ହେବ ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ନିମୋନିଆରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ମାଦ୍ରାସରେ ସୀତାରାମ ୟେଚୁରୀ…

ଥମୁନି ଡାକ୍ତରଙ୍କ ଆନ୍ଦୋଳନ, ନବାନ୍ନରୁ…

ଓଏଲ୍‌ ବ୍ୟୁରୋ: କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ଜଟିଳ ହେବାରେ ଲାଗିଛି। ଘଟଣାକୁ ନେଇ ଡାକ୍ତର ଆନ୍ଦୋଳନକୁ ଓଲ୍ହାଇଛନ୍ତି। ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ମାସେ ପୁରଣ ହୋଇଥିବାବେଳେ ନ୍ୟାୟ ଦାବିରେ ଆନ୍ଦୋଳନ ବଢ଼ିବାରେ…