Odisha Link
Bridging the Missing Links in Odisha

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ, ବନ୍ୟା ସ୍ଥିତିର କରୁଛନ୍ତି ସମୀକ୍ଷା

ଓଏଲ୍ ବ୍ୟୁରୋ: ଦିନିକିଆ ମାଲକାନଗିରି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ମାଲକାନଗିରିରେ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କରୁଛନ୍ତି। ପ୍ରବଳ ବର୍ଷା କାରଣରୁ ମାଲକାନଗିରି ଜଳାବର୍ଣ୍ଣ ହୋଇପଡିଛି। ସରକାରଙ୍କ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବାବେଳେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ମାଲକାନଗିରି ଗସ୍ତରେ ଯାଇ ବନ୍ୟା ସ୍ତିତିର ସମୀକ୍ଷା କରୁଛନ୍ତି। ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା ପରେ ସନ୍ଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.