Odisha Link
Bridging the Missing Links in Odisha

+୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର: ୧୮ରୁ ଫର୍ମ ପୂରଣ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନରେ ପଢ଼ୁଥିବା ପିଲାଙ୍କ ପାଇଁ ବଡ଼ ଖବର। ୧୮ ତାରିଖରୁ +୨ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ। ୧୮ ତାରିଖରୁ ଅକ୍ଟୋବର ୧ ଯାଏଁ ବିନା ଜରିମାନା ଦେୟରେ ଫର୍ମଫିଲଅପ୍ ଚାଲିବ। ଅକ୍ଟୋବର ୪ ତାରିଖରୁ ୧୪ ଭିତରେ ଫର୍ମ ଫିଲଅପ୍ କଲେ ୨୦୦ ଟଙ୍କା ଫାଇନ୍ ଦେବାକୁ ପଡିବ। ନଭେମ୍ବର ୧୧ରୁ ୧୮ ଭିତରେ କଲେ ୬୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ସୂଚନା ରହିଛି। ତେବେ ନିର୍ଦ୍ଧାରିତ ସମୟ ୧୮ ତାରିଖରୁ ଅକ୍ଟୋବର ୧ ଭିତରେ ଫର୍ମ ପୂରଣ କଲେ କୌଣସି ଜରିମାନା ଦେବାକୁ ପଡିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.