Odisha Link
Bridging the Missing Links in Odisha
Daily Archives

September 13, 2024

ଶନିବାର ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ…

ଓଏଲ୍‌ ବ୍ୟୁରୋ: ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଯାଇ ଅବପାତରେ ପରିଣତ ହୋଇପାରେ। ଆଗାମୀ ୪୮ ଘଣ୍ଟାରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଅବପାତ ହୋଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।…

ଅମିତ ଶାହ କଲେ ବଡ଼ ଘୋଷଣା, ବଦଳିଲା…

ଓଏଲ୍‌ ବ୍ୟୁରୋ: ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଥିବା ପୋର୍ଟବ୍ଲେୟାରର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର। ନାମ ପରିବର୍ତ୍ତନ ନେଇ ଏକ୍ସରେ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ପୋର୍ଟବ୍ଲେୟାର ନାଁ ବଦଳି ହେଲା ଶ୍ରୀ ବିଜୟପୁରମ୍‌ ।

ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ବଡ଼…

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବ ଇଣ୍ଡିଆ-ବାଂଲାଦେଶ ଟେଷ୍ଟ ସିରିଜ। ୨ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯିବ। ସେହିପରି ଦ୍ବିତୀୟ ମୁକାବିଲା କାନପୁରରେ ଖେଳାଯିବ। ପ୍ରଥମ ଟେଷ୍ଟ ପାଇଁ ଚେନ୍ନାଇରେ ପହଁଞ୍ଚି ସାରିଛି ଭାରତୀୟ ଦଳ। ଏପରିକି ମ୍ୟାଚ୍‌ ପାଇଁ…

କାଲିଠୁ ବଢ଼ିବ ବର୍ଷାର ପରିମାଣ, ୩ ଦିନ…

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ମାସ ଆରମ୍ଭ ହେଲାଣି ହେଲେ ଥମୁନି ବର୍ଷା। ଗୋଟାଏ ପରେ ଗୋଟାଏ ଲଘୁଚାପ ଆସିବାରେ ଲାଗିଛି। ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଯାଇ ଅବପାତରେ ପରିଣତ ହୋଇପାରେ। ଆଗାମୀ ୪୮…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ,…

ଓଏଲ୍‌ ବ୍ୟୁରୋ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ମୟୂରଭଞ୍ଜ-ବାରିପଦା ସଦର ଥାନା ଅନ୍ତର୍ଗତ ହେମଚନ୍ଦ୍ରପୁର ୱାର୍ଡ ନଂ ୨୭ରେ ଅଘଟଣ ହୋଇଛି। ଗଣେଶ ମୂର୍ତ୍ତି ଭସାଣ ବେଳେ ସୁବର୍ଣ୍ଣରେଖା କେନାଲରେ ୪ଜଣ ଛାତ୍ର ଭାସି ଯାଇଥିଲା। ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀ ପ୍ରଥମେ ୨ଜଣଙ୍କୁ ଉଦ୍ଧାର…

ସୁଭଦ୍ରା ପାଇଁ ସଚେତନତା, ଆଶାକର୍ମୀଙ୍କ…

ଓଏଲ୍‌ ବ୍ୟୁରୋ: ଆଜି ଲୋକସେବା ଭବନରୁ ଭିଡିଓ କନଫରେନ୍ସ ମାଧ୍ୟମରେ ସୁଭଦ୍ରା ଯୋଜନା ବିଷୟରେ ରାଜ୍ୟର ସମସ୍ତ ଆଶା କର୍ମୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ। ଏହି ଆଲୋଚନାରେ ସୁଭଦ୍ରା ଯୋଜନା କେମିତି ଘରେ ଘରେ ପହଞ୍ଚିବ ଏବଂ କୌଣସି ଯୋଗ୍ୟ ହିତାଧିକାରୀ…

ଦୂର ହେବ ଦ୍ବୈତ ନଗରୀର ରାସ୍ତା ସମସ୍ୟା,…

ଓଏଲ୍‌ ବ୍ୟୁରୋ: ଆଜି ନିର୍ମାଣ ସୌଧ ସମ୍ମିଳନୀ କକ୍ଷ‌ଠାରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଏହି ଦୃଷ୍ଟିକୋଣରୁ ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ଅଧୀନସ୍ଥ ପୂର୍ତ୍ତ ବିଭାଗର…

ରାଜ୍ୟରେ ଲାଗୁ ହେବ ୩ ନୂଆ ଯୋଜନା,…

ଓଏଲ୍‌ ବ୍ୟୁରୋ: ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେ ବଡ଼ ଘୋଷଣା। ରାଜ୍ୟରେ ଖୁବଶୀଘ୍ର ୩ଟି ଯୋଜାନା ଲାଗୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ଏଥିପାଇଁ ସରକାର ୧୪୨୪ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି…

ଭୁବନେଶ୍ୱରରେ ଆରମ୍ଭ ହେବ ଓମଫେଡ୍…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଓମଫେଡ୍ ଭେଣ୍ଡିଂ ମେସିନ୍। ଏନେଇ ଆଜି ଓମଫେଡ୍ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଜନପଥରେ ଭେଣ୍ଡିଂ ମେସିନ୍ ବସାଇବା ଯୋଜନା ରହିଛି। ପରେ ୨୦ଟି ଭେଣ୍ଡି ମେସିନ୍ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସାଯିବ।…

ଓଡ଼ିଶାରେ ପ୍ରଥମଥର ଅନୁଷ୍ଠିତ ହେଲା…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହୋଇଛି ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ବିକାଶ ନିମନ୍ତେ ଆୟୋଜିତ ମୌସୁମୀ ବୈଠକ। ଏହା କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ସହ ଓଡ଼ିଶା ସରକାରଙ୍କ…