Odisha Link
Bridging the Missing Links in Odisha

ଅମିତ ଶାହ କଲେ ବଡ଼ ଘୋଷଣା, ବଦଳିଲା ପୋର୍ଟବ୍ଲେୟାର ନାଁ

ଓଏଲ୍‌ ବ୍ୟୁରୋ: ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଥିବା ପୋର୍ଟବ୍ଲେୟାରର ନାଁ ପରିବର୍ତ୍ତନ କଲେ କେନ୍ଦ୍ର ସରକାର। ନାମ ପରିବର୍ତ୍ତନ ନେଇ ଏକ୍ସରେ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ପୋର୍ଟବ୍ଲେୟାର ନାଁ ବଦଳି ହେଲା ଶ୍ରୀ ବିଜୟପୁରମ୍‌ ।

Leave A Reply

Your email address will not be published.