Odisha Link
Bridging the Missing Links in Odisha
Daily Archives

September 13, 2024

ମରଣଯନ୍ତା ପାଲଟିଛି କଟକ-ଭୁବନେଶ୍ୱର…

ଓଏଲ୍‌ ବ୍ୟୁରୋ: ରାସ୍ତା ପାଲଟିଛି ମରଣଯନ୍ତା। ଭୁବନେଶ୍ୱର-କଟକ ରାସ୍ତା ଏବେ ସବୁଠୁ ବଡ ଦୁର୍ଘଟଣାର କାରଣ ପାଲଟିଛି। ବିଭିନ୍ନ ସ୍ଥାନରେ ଖାଲଖମା ଦେଖିବାକୁ ମିଳିଛି। ବର୍ଷା ରାଜରାସ୍ତାରେ ପାଣି ଲହଡି ମାରୁଛି। ତେବେ ଏସବୁ ଭିତରେ ରାସ୍ତା ମରାମତି ନେଇ ସରକାର ତତ୍ପରତା ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ…

ମୋଦିଙ୍କ ଜନ୍ମଦିନରୁ ‘ସେବାପକ୍ଷ’ ପାଳିବ…

ଓଏଲ୍‌ ବ୍ୟୁରୋ: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୧୫ ଦିନ ଧରି ଭାଜପା ପକ୍ଷରୁ ‘ସେବାପକ୍ଷ’ ପାଳନ କରାଯିବ। ଏଥିପାଇଁ ସମଗ୍ର ଦେଶରେ ବିଭିନ୍ନ ପ୍ରକାର…

ରେଭେନ୍ସା ନାମ ପରିବର୍ତ୍ତନ କଲେ କିଛି…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ଥମିବାର ନାଁ ଧରୁନି ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗ। କିଛି ନେତା ନାମ ପରିବର୍ତ୍ତନକୁ ସମର୍ଥନ କରୁଥିବା ବେଳେ ଆଉ କିଛି ନେତା ନାମ ପରିବର୍ତ୍ତନକୁ ସମର୍ଥନ କରୁ ନାହାନ୍ତି। ନିକଟରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନକୁ ପୂର୍ବତନ…

ବଢ଼ୁଛି ଦେଓ ନଦୀ ଜଳସ୍ତର,…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ସାମ୍ନାକୁ ଆସିଛି। ଲଗାଣ ବର୍ଷା ଯୋଗୁଁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି ମାଲକାନଗିରି ଜିଲ୍ଲା ନିଜର ଭୌଗଳିକ ସ୍ଥିତି କାରଣରୁ ଅଧିକ…

ଗଣେଶ ବିସର୍ଜନ ବେଳେ ଅଘଟଣ, ଦୁଇ…

ଓଏଲ୍‌ ବ୍ୟୁରୋ: ଗଣେଶ ବିସର୍ଜନ ବେଳେ ଅଘଟଣ। ମୟୂରଭଞ୍ଜ-ବାରିପଦା ସଦର ଥାନା ଅନ୍ତର୍ଗତ ହେମଚନ୍ଦ୍ରପୁର ୱାର୍ଡ ନଂ ୨୭ରେ ଅଘଟଣ ହୋଇଛି। ଗଣେଶ ମୂର୍ତ୍ତି ଭସାଣ ବେଳେ ସୁବର୍ଣ୍ଣରେଖା କେନାଲରେ ୪ଜଣ ଛାତ୍ର ଭାସି ଯାଇଥିଲା। ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀ ୨ଜଣଙ୍କୁ ଉଦ୍ଧାର କରିଛନ୍ତି। ନିଖୋଜ ୨…

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଆ…

ଓଏଲ୍‌ ବ୍ୟୁରୋ: ମୟୂରଭଞ୍ଜରୁ ଆମେରିକାର ନ୍ୟୁ ହାମ୍‌ସାୟର ବହୁ ଦୂର। ହେଲେ ମୟୂରଭଞ୍ଜ ଓ ଓଡ଼ିଶାର ଦୂରତାକୁ କମାଇଛନ୍ତି ଓଡ଼ିଆ ପୁଅ ସମୟ ସାହୁ। ରାଜନୀତି ବଳରେ ଦୂରତା କମାଇଛନ୍ତି ସମୟ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସକ୍ରିୟ ରାଜନୀତିକୁ ଓହ୍ଲାଇଥିବା ସମୟ ସାହୁଙ୍କୁ ନେଇ ସାରା ବିଶ୍ବରେ ଚର୍ଚ୍ଚା।…

ବଦଳିଲା ଅବକାରୀ ନୀତି: ପୁରୀ ବେଳାଭୂମିରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଆଣିଥିବା ନୂଆ ଅବକାରୀ ନୀତିରେ ପୁଣି ପରିବର୍ତ୍ତନ ଆସିଛି। ପୁରୀ ବେଳାଭୂମିରେ ମଦ କ୍ୟାବିନ୍‌ ଖୋଲିବନି। ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍‌ ଖୋଲିବନି। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ଅବକାରୀ ନୀତିରେ ପରିବର୍ତ୍ତନ କରାଯାଇଛି। ରାଜ୍ୟର…

୧୫୬ ଦିନ ପରେ ଜେଲରୁ ମୁକୁଳିବେ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମ ଆଶ୍ବସ୍ତି ମିଳିଛି। ୧୫୬ ଦିନ ପରେ ଜେଲରୁ ମୁକୁଳିବେ କେଜ୍ରିୱାଲ। ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଇଛି। ଜାମିନ ମିଳିଥିବାବେଳେ ତାଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ନିର୍ଦ୍ଦେଶ…

ଗଞ୍ଜାମରେ ବାର୍ଡ ଫ୍ଲୁ ଭୟ: ରାସ୍ତା…

ଓଏଲ୍ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି। ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ବାର୍ଡ ଫ୍ଲୁ ଚିହ୍ନଟ ପରେ କେନ୍ଦ୍ରାପଡାରେ…

୧୮ରେ ଯାଞ୍ଚ ହେବ ରତ୍ନଭଣ୍ଡାର, ବନ୍ଦ…

ଓଏଲ୍‌ ବ୍ୟୁରୋ: ଆସନ୍ତା ସେପ୍ଟେମ୍ବର ୧୮ରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ। ଏନେଇ ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି। ତଦନୁସାରେ, ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି…