Odisha Link
Bridging the Missing Links in Odisha
Daily Archives

September 13, 2024

ମଦ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କୁ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମ ଆଶ୍ବସ୍ତି ମିଳିଛି। ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଇଛି। ଜାମିନ ମିଳିଥିବାବେଳେ ତାଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ନିର୍ଦ୍ଦେଶ ଅନୁସାରେ, ଅରବିନ୍ଦ କେଜ୍ରିୱାଲ ଅଫିସ…

ଶ୍ରୀମନ୍ଦିର ରୋଷଘର ପ୍ରସଙ୍ଗ: କଡ଼ା…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରୋଷ ମଧ୍ୟରେ ମାଟି କୁଡୁଆରେ ରନ୍ଧନ ପରମ୍ପରା ଥିବା ବେଳେ କିଛି ସୁପକାର ଲୁହା କଡ଼େଇ ବ୍ୟବହାର କରୁଥିବା ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି। ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ,…

ମାତିଛି ମଣିଷଖିଆ ଗଧିଆ, ଆକ୍ରମଣର ଶିକାର…

ଓଏଲ୍‌ ବ୍ୟୁରୋ: ମାତିଛି ମଣିଷଖିଆ ଗଧିଆ। ଉତ୍ତର ପ୍ରଦେଶରେ ପୁଣି ଗଧିଆ ଆକ୍ରମଣ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ବାହରାଇଚ୍‌ରେ ୫ଟି ଗଧିଆ ଧରା ପଡ଼ିଥିଲେ ମଧ୍ୟ ଆକ୍ରମଣ କମୁନି। ପୁଣି ଜଣେ ମହିଳା ଆକ୍ରମଣର ଶିକାର ହୋଇଛନ୍ତି। ଘର ଭିତରେ ପଶି ୨୩ ବର୍ଷୀୟା ମହିଳାଙ୍କୁ ଗଧିଆ ଲହୁଲୁହାଣ କରିଛି। ଗତ ୩…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୪…

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ମାସ ଆରମ୍ଭ ହେଲାଣି ହେଲେ ଥମୁନି ବର୍ଷା। ଗୋଟାଏ ପରେ ଗୋଟାଏ ଲଘୁଚାପ ଆସିବାରେ ଲାଗିଛି। ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଯାଇ ଅବପାତରେ ପରିଣତ ହୋଇପାରେ। ଆଗାମୀ ୪୮…

ବାର୍ଡ ଫ୍ଲୁ ପାଇଁ କଡ଼ା କଟକଣା: ୩ ମାସ…

ଓଏଲ୍ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି। ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ବାର୍ଡ ଫ୍ଲୁ ପାଇଁ କଡ଼ା କଟକଣା କରାଯାଇଛି।…

ବଢ଼ିଲା ହୀରାକୁଦର ଜଳସ୍ତର, ଖୋଲିଲା ୧୬ଟି…

ଓଏଲ୍‌ ବ୍ୟୁରୋ: ବଢ଼ିଲା ହୀରାକୁଦ ଡ୍ୟାମର ଜଳସ୍ତର। ଉପରମୁଣ୍ଡରେ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଥିବାରୁ ଆଉ ୪ଟି ଗେଟ୍ ଖୋଲି ଦିଆଯାଇଛି। ଆଉ ୪ ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ଜଳସ୍ତର…