Odisha Link
Bridging the Missing Links in Odisha

କମିଲା ହୀରାକୁଦ ଜଳସ୍ତର, ବନ୍ଦ ହେଲା ଡ୍ୟାମର ସମସ୍ତ ଗେଟ୍

ଓଏଲ୍‌ ବ୍ୟୁରୋ: କମିଲା ହୀରାକୁଦ ଜଳସ୍ତର। ପ୍ରବେଶ ଅପେକ୍ଷା ଅଧିକ ହେଉଥିଲା ବନ୍ୟାଜଳ ନିଷ୍କାସନ। ଜଳସ୍ତର କମିଥିବାରୁ ପୂର୍ବରୁ ଖୋଲାଥିବା ସମସ୍ତ ଗେଟକୁ ବନ୍ଦ କରିଦିଆଯାଇଛି। ଖୋଲାଥିବା ହୀରାକୁଦର ସମସ୍ତ ଗେଟ୍ ବନ୍ଦ କରାଯାଇଛି। ଜଳସ୍ତର କମିଥିବାରୁ ପୂର୍ବରୁ ଖୋଲାଥିବା ସମସ୍ତ ୨ଟି ଗେଟ୍ ବନ୍ଦ କରାଯାଇଛି।

Leave A Reply

Your email address will not be published.