Odisha Link
Bridging the Missing Links in Odisha
Daily Archives

September 17, 2024

୫ମ ଥର ପାଇଁ ହିରୋ ଏସିଆନ ଚାମ୍ପିୟନ୍ସ…

ଓଏଲ୍‌ ବ୍ୟୁରୋ: ହରମନପ୍ରୀତ ସିଂହଙ୍କ ନେୃତ୍ବରେ ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫି ହାତେଇଛି। ୫ମ ଥର ପାଇଁ ଟ୍ରଫି ଜିତିଛି ଭାରତ। ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଭାରତୀୟ ଦଳ ଫାଇନାଲ ମୁକାବିଲାରେ ଚୀନକୁ ୧-୦ରେ…

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବୁଲ୍‌ଡୋଜର…

ଓଏଲ୍‌ ବ୍ୟୁରୋ: ବୁଲ୍‌ଡୋଜର ଆକ୍ସନକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଦେଶବ୍ୟାପୀ ଅକ୍ଟୋବର ୧ ପର୍ଯ୍ୟନ୍ତ ଭଙ୍ଗା ଯାଇ ପାରିବନି କୋଠାବାଡ଼ି। ବୁଲ୍‌ଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇଛନ୍ତି। କୋର୍ଟଙ୍କ ବିନା ଅନୁମତିରେ କୌଣସି ନିର୍ମାଣ ଭଙ୍ଗାଯାଇପାରିବନି। ସର୍ବସାଧାରଣ ରାସ୍ତା…

ବଡ଼ ଖବର: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ରାଜନୀତିରେ ବଡ଼ ହଲଚଲ। ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ। ସବୁଠୁ ବଡ଼କଥା ହେଲା ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ…

କାରଖାନାରେ ଦୁର୍ଘଟଣା: ଦୁଇ ମୃତ, ୫…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଓଡ଼ିଶା ମେଟାଲିକ୍ସ କାରଖାନାରେ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। କାରଖାନାରେ ଷ୍ଟ୍ରକ୍‌ଚର ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଗୁରୁତର ୫ ଶ୍ରମିକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କମ୍ପାନୀ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।…

ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ…

ଓଏଲ୍‌ ବ୍ୟୁରୋ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ବାରିପଦା ବେତନଟୀ ଥାନା କାଠପାଳ ଚେକ୍‌ଡ୍ୟାମ୍‌ରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଦୁଇ ଆଇଟିଆଇ ଛାତ୍ରଙ୍କ ମୃତଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ସୂଚନା ଅନୁସାରେ, ବିଶ୍ବକର୍ମା ପୂଜା ସାରିବା…

ଆସନ୍ତାକାଲି ଯାଞ୍ଚ ହେବ ରତ୍ନଭଣ୍ଡାର,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ। ଏନେଇ ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି। ତଦନୁସାରେ, ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ…

ଆସିଲେନି ନିର୍ବାଚନ ଅଧିକାରୀ, ଖଣ୍ଡପଡ଼ା…

ଓଏଲ୍‌ ବ୍ୟୁରୋ: ସରିଥିଲା ସମସ୍ତ ପ୍ରକାର ପ୍ରସ୍ତୁତି। ହେଲେ ହେଲା ନାହିଁ ଅନାସ୍ଥା ଭୋଟ। ଆଜି ଖଣ୍ଡପଡ଼ା ବଜ୍ଞାପିତ ଅଞ୍ଚଳ ପରିଷଦରେ ଅନାସ୍ଥା ଭୋଟ ହେବାର ଥିଲା ହେଲେ ହୋଇ ନାହିଁ। କାରଣ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଆଜି ଉପସ୍ଥିତ ରହିନଥିଲେ। ଯେଉଁ କାରଣରୁ…

ଆମେ ପ୍ରତିଶ୍ରୁତି ଦେଇଥିଲୁ, ଦ୍ରୁତ…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଉତ୍ସବର ମାହୋଲ। ୭୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନ୍ମଦିନ ଅବସରରେ ଭୁବନେଶ୍ୱର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ…

ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା,…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଉତ୍ସବର ମାହୋଲ। ୭୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନ୍ମଦିନ ଅବସରରେ ଭୁବନେଶ୍ୱର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ…

‘ଜଗନ୍ନାଥଙ୍କ କୃପାରୁ ପୁଣି…