Odisha Link
Bridging the Missing Links in Odisha
Daily Archives

September 18, 2024

ବଢ଼ିଲା ପୁଲିସ ଡିଜିଙ୍କ କାର୍ଯ୍ୟକାଳ, ୨…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପୁଲିସ ଡିଜି ଓ୍ବାଇ.ବି ଖୁରାନିଆଙ୍କ ବଢ଼ିଲା କାର୍ଯ୍ୟକାଳ। ୨ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର। ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବା ନେଇ ତାଙ୍କ କାର୍ଯ୍ୟକାଳ ବଢ଼ାଯାଇଛି। ଅଗଷ୍ଟ…

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପର୍ବରୁ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ଭାରତ-ବାଂଲାଦେଶ ଟେଷ୍ଟ ସିରିଜ। ପ୍ରଥମ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯିବ। ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଚୂଡ଼ାନ୍ତ ଏକାଦଶକୁ ନେଇ ଦେଇଛନ୍ତି ବଡ଼ ବୟାନ। ମ୍ୟାଚ୍‌ ପୂର୍ବରୁ ଗମ୍ଭୀର ଦୁଇ ଜଣ…

ଚନ୍ଦ୍ର, ମଙ୍ଗଳ ପରେ ଶୁକ୍ର ମୁହାଁ ଭାରତ;…

ଓଏଲ୍‌ ବ୍ୟୁରୋ: ମିଶନ ଚନ୍ଦ୍ର ପରେ ଏବେ ଭାରତର ନଜର ଶୁକ୍ର ଗ୍ରହ ଉପରେ। ଭାରତର ମହାକାଶ ଅନ୍ବେଷଣ ଅଭିଯାନକୁ ନୂଆ ବୁଷ୍ଟର ଡୋଜ ଦେଇଛନ୍ତି ଭାରତ ସରକାର। ଚନ୍ଦ୍ରଯାନ-୪ ମିଶନକୁ ଗ୍ରୀନ୍‌ ସିଗନାଲ ମିଳିଥିବା ବେଳେ ପୃଥିବୀର ନିକଟତର ଗ୍ରହ ଶୁକ୍ର ପ୍ରଦକ୍ଷିଣ ଅଭିଯାନ ବା ଭେନସ୍‌ ଅର୍‌ବିଟର୍‌ ମିଶନ…

ହିନ୍ଦୁ କ୍ରିକେଟରଙ୍କ ସହିତ ବାଂଲାଦେଶରେ…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୨୯, ୧୯୬୯। ଢାକାରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳା ଯାଉଥିଲା। ପ୍ରଥମ ବ୍ୟାଟିଂ କରୁଥିଲା ପାକିସ୍ତାନ ଟିମ୍‌। ପାକିସ୍ତାନର ଅଷ୍ଟମ ଓ୍ବିକେଟ ପତନ ପରେ ମୈଦାନକୁ ବ୍ୟାଟିଂ କରିବାକୁ ଆସିଥିଲେ ନିୟାଜ ଅହମ୍ମଦ। ସେ ଯେତେବେଳେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ…

ରତ୍ନଭଣ୍ଡାର ଲେଜର ସ୍କାନିଂ ଶେଷ,…

ଓଏଲ୍‌ ବ୍ୟୁରୋ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଂଚ ଅନୁଷ୍ଠିତ ପ୍ରକ୍ରିୟା ଆଜି ପାଇଁ ଶେଷ ହୋଇଛି। ଯାଞ୍ଚ ପ୍ରକ୍ରିୟା ଶେଷ ପରେ ସାଧାରଣ ଦର୍ଶନ ପ୍ରକ୍ରିୟା ସ୍ୱାଭାବିକ ହୋଇଛି। ରତ୍ନଭଣ୍ଡାରରେ ଆଉ କିଛି…

ହାତୀ ଉପଦ୍ରଵରୁ ମିଳିବ ତ୍ରାହି, ବ୍ୟବହାର…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଅନେକ ଅଂଚଳରେ ହାତୀ ଉପଦ୍ରଵ ଏବେ ଚିନ୍ତାର କାରଣ ପାଲଟିଛି। ହାତୀଙ୍କ ଆକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ଅମାନିଆ ହାତୀଙ୍କୁ ସାବାଡ଼ କରିବା ପାଇଁ ନୂଆ ପଦକ୍ଷେପ ଆପଣା ଯାଇଛି। ପ୍ରୋବ୍ଲେମେଟିକ୍‌ ବା ଅମାନିଆ ହାତୀ ଦେହରେ ଲାଗିବ ରେଡିଓ କଲାର।…

ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର, ୨ ହଜାର…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଟଙ୍କାକୁ ନେଇ ଦ୍ଵନ୍ଦ୍ଵରେ ଥିବା ଆବେଦନକାରୀଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଛି। ଆକାଉଣ୍ଟ ସଠିକ୍‌ ନଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ। ଶତ ପ୍ରତିଶତ ଆବେଦନ କ୍ଲିୟର ହୋଇଛି, ଆଉ…

ଏକକ ନିର୍ବାଚନ କ’ଣ? ଦେଶର…

ଓଏଲ୍‌ ବ୍ୟୁରୋ: ଦେଶରେ ଏକକ ନିର୍ବାଚନକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ତେବେ ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌କୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିଳିଛି। କେନ୍ଦ୍ର କ୍ୟାବିନେଟ ବୈଠକରେ…

ଚନ୍ଦ୍ରଯାନ-୪ ମିଶନକୁ କ୍ୟାବିନେଟ ମୋହର,…

ଓଏଲ୍‌ ବ୍ୟୁରୋ: ଭାରତ ନୂଆ ଚନ୍ଦ୍ର ମିଶନ ପାଇଁ ଆରମ୍ଭ କରିଛି ପ୍ରସ୍ତୁତି। ବହୁ ପ୍ରତିକ୍ଷୀତ ଚନ୍ଦ୍ରଯାନ-୪ ମିଶନକୁ କ୍ୟାବିନେଟ ମୋହର। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମିଳିଛି ସବୁଜ ସଙ୍କେତ। ଏଥିସହିତ…

ସୁଭଦ୍ରା ଦ୍ୱନ୍ଦ୍ୱ: ବଡ଼ ସୂଚନା ଦେଲେ…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଟଙ୍କାକୁ ନେଇ ଦ୍ଵନ୍ଦ୍ଵରେ ଥିବା ଆବେଦନକାରୀଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଛି। ଆକାଉଣ୍ଟ ସଠିକ୍‌ ନଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ। ଶତ ପ୍ରତିଶତ ଆବେଦନ କ୍ଲିୟର ହୋଇଛି, ଆଉ…