Odisha Link
Bridging the Missing Links in Odisha

ନିର୍ବାଚନୀ ଅନିୟମିତତା ମାମଲା: ସନାତନ ମହାକୁଡ଼ଙ୍କୁ ବଡ଼ ଆଶ୍ବସ୍ତି

ଓଏଲ୍‌ ବ୍ୟୁରୋ: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। ତାଙ୍କ ବିରୋଧରେ ଆଗତ ମାମଲା ଖାରଜ ହୋଇଛି। ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି କରି ହାଇକୋର୍ଟ ବଡ ନିଷ୍ପତି ଶୁଣାଇଛନ୍ତି। ସନାତନ ମହାକୁଡ଼ଙ୍କୁ ବିରୋଧରେ ଆଗତ ହୋଇଥିବା ନିର୍ବାଚନୀ ଅନିୟମିତତା ମାମଲା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଧାର୍ଯ୍ୟ ସମୟ ସୀମା ପରେ ମାମଲା ଦାଖଲ ହେବାରୁ ହାଇକୋର୍ଟ ତାକୁ ଖାରଜ କରିଦେଇଛନ୍ତି। ଚମ୍ପୁଆରୁ ପ୍ରାର୍ଥୀ ଥିବା ଗୁରୁବକ୍ସ ସିଂ ଆଲୁୱାଲିଆ ମାମଲା କରିଥିଲେ।

Leave A Reply

Your email address will not be published.