Odisha Link
Bridging the Missing Links in Odisha
Daily Archives

September 18, 2024

ଭୋଟ୍ ଦେଉଛି ଜମ୍ମୁ-କଶ୍ମୀର, ଅଧିକ ମତଦାନ…

ଓଏଲ୍‌ ବ୍ୟୁରୋ: ଆଜି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ। ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରରେ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ ଲାଗିଛି। ଅଧିକ ସଂଖ୍ୟାରେ ମତଦାନ ପାଇଁ ଜମ୍ମୁ ଓ କଶ୍ମୀରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଆଜି ଯାଞ୍ଚ ହେବ ରତ୍ନଭଣ୍ଡାର, ବନ୍ଦ ରହିବ…

ଓଏଲ୍‌ ବ୍ୟୁରୋ: ଆଜି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ। ଏନେଇ ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି। ତଦନୁସାରେ, ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ…