Odisha Link
Bridging the Missing Links in Odisha

ଚଳଚଞ୍ଚଳ ହେବ ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ୟ, ବଢ଼ିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ପୁରୀ ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ୟରେ ବଢ଼ିଲା କୃଷ୍ଣସାର ମୃଗ ସଂଖ୍ୟା। ପ୍ରଥମ ପର୍ଯ୍ୟାୟରେ ଜୁନ ୧୮ରେ ସ୍ଥାନାନ୍ତର ହୋଇଥିଲା ୧୦ଟି କୃଷ୍ଣସାର ମୃଗ। ଦ୍ବିତୀୟ ପର୍ଯ୍ୟାୟରେ ନନ୍ଦନକାନନରୁ ୧୩ କୃଷ୍ଣସାର ମୃଗ ପଠାଯାଇଛି। ନନ୍ଦନକାନନରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢ଼ିବାରୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି କୃଷ୍ଣସାର ମୃଗ ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ୟ ଶୋଭା ବଢାଇବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବାର ଆଶା ରହିଛି।

Leave A Reply

Your email address will not be published.