Odisha Link
Bridging the Missing Links in Odisha
Daily Archives

September 19, 2024

ହାତୀ ମୃତ୍ୟୁ: ବନ୍ଧା ହେଲେ ବନ…

ଓଏଲ୍‌ ବ୍ୟୁରୋ: ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚା ବଢ଼ୁଥିବାବେଳେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଏହି ଘଟଣା ପରେ କୁଳଡିହା ବନ ବିଭାଗ କାର୍ଯ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି। ୩ ସବୁଜ ବାହିନୀ କର୍ମୀ ଓ ଜଣେ ଫରେଷ୍ଟ ଗାର୍ଡଙ୍କ ଗିରଫକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ ହାତୀକୁ ପୋତିଦେବା…

ରାହୁଲଙ୍କ ନାଁରେ ବିବାଦୀୟ ମନ୍ତବ୍ୟ…

ଓଏଲ୍‌ ବ୍ୟୁରୋ: ରାହୁଲ ଗାନ୍ଧିଙ୍କ ନାଁରେ କିଛି ବିଜେପି ନେତାଙ୍କ ମନ୍ତବ୍ୟ ଅଭିଯୋଗ ଘଟଣାକୁ ନେଇ ସବୁଠି କଂଗ୍ରେସର ବିରୋଧ। ଏହି କ୍ରମରେ କେନ୍ଦ୍ର ବିରୋଧରେ ସ୍ୱର ଉଠାଇଛନ୍ତି ଓଡ଼ିଶାର କଂଗ୍ରେସ କର୍ମୀ। ଖାରବେଳ ନଗର ଥାନାରେ ଏତଲା ଦେବାକୁ କଂଗ୍ରେସ ଶୋଭାଯାତ୍ରା କରିଛି। ଏହି ଶୋଭାଯାତ୍ରାରେ ଗଲାବେଳେ…

ବାଂଲାଦେଶ ବିପକ୍ଷରେ ରୋହିତଙ୍କ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭାରତ-ବାଂଲାଦେଶ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ମୁକାବିଲାରେ ବାଂଲାଦେଶ ଟିମ୍‌ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣିତ କରିଥିଲେ ବାଂଲାଦେଶ…

ବନ୍ୟାର ବିତ୍ପାତ, ୪ ଜିଲ୍ଲାର ୩୯ ହଜାର…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଯୋଗୁଁ ୪ଟି ଜିଲ୍ଲା ଯଥା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୩୯ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୪୭୧ଟି ଘର ଭାଙ୍ଗିଥିବା ବେଳେ ୧୩ ହଜାର ୨୩୫ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।…

ମେଜରଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ: ରୋଡ୍‌…

ଓଏଲ୍‌ ବ୍ୟୁରୋ: ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ଚର୍ଚ୍ଚା ବଢୁଥିବାବେଳେ ଡିଜିପି କଡା ନିର୍ଦେଶ ଦେଇଛନ୍ତି। ରାସ୍ତାରେ ଦୁର୍ବ୍ୟବହାର କରିଥିବା ରୋଡ୍‌ ରୋମିଓଙ୍କୁ ତୁରନ୍ତ ଚିନ୍ହଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେଜରଙ୍କ ଏତଲା ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ହେବ। ମୂଳ…

ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ଘଟଣା:…

ଓଏଲ୍‌ ବ୍ୟୁରୋ: ଗାୟିକା ରୁକ୍‌ସାନା ବାନୋଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ଏସବୁ ଭିତରେ ପରିବାର ଲୋକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସ୍କ୍ରବ୍‌ ଟାଇଫସ୍‌ ନୁହେଁ ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ ଅଭିଯୋଗ ହୋଇଛି। ସ୍ଲୋ ପଏଜନ ଦେଇ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଜଣେ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର:…

ଓଏଲ୍‌ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷଠାରୁ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାରେ ୧,୨୩,୮୬୭ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତ ବର୍ଷ ଏହିସଂଖ୍ୟା ୧,୩୦,୧୨୩କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଗତ ବର୍ଷଠାରୁ…

ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଦୃଢ଼ତା,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏସବୁ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବ। ତାଳଚେର ଓ କନ୍ଧମାଳରେ ପାଇପଲାଇନରେ ମେଡିକାଲ କଲେଜ…

ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଓଏଲ୍‌ ବ୍ୟୁରୋ: ଶନିବାର ଦିଲ୍ଲୀରେ ଥିବା ଆମ୍‌ ଆଦମୀ ପାର୍ଟିର ନୂଆ ସରକାରର ଶପଥ ଗ୍ରହଣ ସମାରୋହ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ। ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦେଇଥିଲେ। ସେହିଭଳି ତାଙ୍କ ସହିତ ଉପ-ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିବା…

୧୮ ଘଣ୍ଟାର ପରିଶ୍ରମ ପରେ ସଫଳତା,…

ଓଏଲ୍‌ ବ୍ୟୁରୋ: ବୋରୱେଲରୁ ସୁରକ୍ଷିତ ଉଦ୍ଧାର ହେଲା ୨ ବର୍ଷର ଶିଶୁ। ୧୮ ଘଣ୍ଟାର ଅପରେସନ ପରେ ୨ ବର୍ଷର ଶିଶୁ ୩୬ ଫୁଟ୍‌ ବୋରୱେଲରୁ ଉଦ୍ଧାର ହୋଇଛି। ଶିଶୁଟିକୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୌସା ଜିଲ୍ଲା ବନ୍ଦିକୁଇ ଅଞ୍ଚଳର ଏକ ବୋରୱେଲରେ ଖସି ପଡ଼ିଥିଲା। ଗତକାଲି ଖେଳିବା ବେଳେ…