Odisha Link
Bridging the Missing Links in Odisha
Daily Archives

September 19, 2024

ଚଳଚଞ୍ଚଳ ହେବ ବାଲୁଖଣ୍ଡ କୋଣାର୍କ…

ଓଏଲ୍‌ ବ୍ୟୁରୋ: ପୁରୀ ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ୟରେ ବଢ଼ିଲା କୃଷ୍ଣସାର ମୃଗ ସଂଖ୍ୟା। ପ୍ରଥମ ପର୍ଯ୍ୟାୟରେ ଜୁନ ୧୮ରେ ସ୍ଥାନାନ୍ତର ହୋଇଥିଲା ୧୦ଟି କୃଷ୍ଣସାର ମୃଗ। ଦ୍ବିତୀୟ ପର୍ଯ୍ୟାୟରେ ନନ୍ଦନକାନନରୁ ୧୩ କୃଷ୍ଣସାର ମୃଗ ପଠାଯାଇଛି। ନନ୍ଦନକାନନରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢ଼ିବାରୁ ସ୍ଥାନାନ୍ତର…

ୱାକିଟକି ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୩୦…

ଓଏଲ୍‌ ବ୍ୟୁରୋ: ଲେବାନନରେ ବଢୁଛି ଆତଙ୍କ। ପେଜର ପରେ ୱାକିଟକିରେ ବିସ୍ଫୋରଣରେ ଭାଗ୍ୟଙ୍କର ସ୍ଥିତି ସୃଷ୍ଟି ହୋଇଛି।ଲେବାନନ୍‌ସ୍ଥିତ ହେଜବୋଲ୍ଲା ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୱକିଟକି ବିସ୍ଫୋରଣ ହୋଇ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ବୁଧବାର ହୋଇଥିବା ଏହି ୱାକିଟକି ବିସ୍ଫୋରଣ…

ଥମୁନି ବୋରୱେଲ ଅଘଟଣ, ପୁଣି ଫସିଲା କଅଁଳ…

ଓଏଲ୍‌ ବ୍ୟୁରୋ: ଥମୁନି ବୋରୱେଲ ଅଘଟଣ। ପୁଣି ଫସିଲା କଅଁଳ ଶିଶୁର ଜୀବନ। ୩୬ ଫୁଟ୍‌ ବୋରୱେଲ ତଳେ ନିଜ ଜୀବନ ସହ ସଂଘର୍ଷ କରୁଛି କଅଁଳ ଶିଶୁ। ରାଜସ୍ଥାନର ଦୌସା ସହରର ବାନ୍ଦିକୁଇରେ ଏଭଳି ଘଟଣା ଘଟିଛି। ଖେଳୁଥିବାବେଳେ ବୋରୱେଲକୁ ୨ ବର୍ଷର ଶିଶୁକନ୍ୟା ଖସିପଡିଛି। ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ ଓ…

ମୋହନ ସରକାରଙ୍କ ୧୦୦ ଦିନ,…

ଓଏଲ୍‌ ବ୍ୟୁରୋ: ଦେଶରେ ବିଜେପି ଏନଡିଏ ନେତୃତ୍ୱାଧୀନ ସରକାରର ତୃତୀୟ ପାଳିର ୧୦୦ ଦିନ ପୂରିଛି। ଆଜି ରାଜ୍ୟ ବିଜେପି ସରକାରକୁ ୧୦୦ ଦିନ ପୂରଣ ହୋଇଛି। ୧୦୦ ଦିନ ଭିତରେ ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେବେ ସରକାର। ଏଥିପାଇଁ ଆଜି ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ…

ଭୟ ବଢ଼ାଇଲା ମଙ୍କିପକ୍ସ, ସତର୍କ କରାଇଲା…

ଓଏଲ୍‌ ବ୍ୟୁରୋ: ଦେଶର କେତେକ ଅଞ୍ଚଳରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଳକଣ୍ଠ ମିଶ୍ର ରାଜ୍ୟର ସିଡିଏମ୍‌ଓ, ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ, ପାରାଦ୍ୱୀପ ପୋର୍ଟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସମସ୍ତ…