Odisha Link
Bridging the Missing Links in Odisha
Daily Archives

September 20, 2024

ହରିୟାଣା ନିର୍ବାଚନ: ଦିନକରେ ଜବତ ହେଲା ୨…

ଓଏଲ୍‌ ବ୍ୟୁରୋ: ଅକ୍ଟୋବର ୫ ତାରିଖରେ ଅନୁଷ୍ଠିତ ହେବ ହରିୟାଣା ବିଧାନସଭା ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛି ଅଙ୍କକଷା। ବିଶେଷ ଭାବେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ବିଶେଷ ରଣନୀତି ଆପଣାଇ ଜନତାଙ୍କ ହୃଦୟ ଜିତିବାକୁ କରୁଛନ୍ତି ଜୋରଦାର ପ୍ରୟାସ।…

ଭରତପୁର ଥାନା କାଣ୍ଡ: ତଦନ୍ତ ଦାବି କଲେ…

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ସେନାର ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

୩ ଦିନିଆ କେନ୍ଦୁଝର ଗସ୍ତରେ…

ଓଏଲ୍‌ ବ୍ୟୁରୋ: ୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ସକାଳ ୧୧.ଟା ୩୦ରେ ରିଜର୍ଭ ପଡ଼ିଆ ହେଲିପ୍ୟାଡ଼ରେ ଅବତରଣ କରିବା ପରେ ବାଇକ ରାଲିରେ ଅଡିଟୋରିୟମ ହଲରେ ପହଞ୍ଚିଛନ୍ତି।ଏହି ୩ ଦିନ ଗସ୍ତରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ…

ସୁନ୍ଦରଗଡ଼ରେ ମାଓ ପୋଷ୍ଟର, ରେଞ୍ଜଡ଼ା…

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ସୁନ୍ଦରଗଡ଼ରେ ଲାଗିଲା ମାଓ ପୋଷ୍ଟର। ରେଞ୍ଜଡ଼ା ଷ୍ଟେସନ ମାଷ୍ଟରଙ୍କୁ ମାଓବାଦୀଙ୍କ ହତ୍ୟା ଧମକ ଦିଆ ଯାଇଛି ପୋଷ୍ଟରରେ। ହତ୍ୟା ଧମକ ନେଇ ରେଲଓ୍ବେ ଟ୍ରାକରେ ପୋଷ୍ଟର ଜାରି କରାଯାଇଛି। କେ.ବଳାଙ୍ଗ ଥାନା ରେଞ୍ଜଡା-ସାନରକ୍ସି ରେଳ ଧାରଣାରେ ଲାଗିଛି ପୋଷ୍ଟର।…

ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ୧୧ଟି…

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନ. ଭି. ହରିହର ରାଓଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟନ୍ତ୍ରୀଙ୍କ ଘରେ ତନାଘନା କରୁଛି ଭିଜିଲାନ୍ସ। ହରିହରଙ୍କ ପୈତୃକ ଘର, ଅଫିସ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ…

ଶନିବାରଠୁ ରତ୍ନଭଣ୍ଡାର ସର୍ଭେ, ୩ ଦିନ…

ଓଏଲ୍‌ ବ୍ୟୁରୋ: ଆସନ୍ତକାଲିଠୁ ପୁଣି ଚାଲିବ ରତ୍ନଭଣ୍ଡାର ସର୍ଭେ। ୨୧, ୨୨ ଓ ୨୪ ତାରିଖରେ ୩ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଏଏସଆଇ ପକ୍ଷରୁ ବୈଷୟିକ ସର୍ଭେ ଅନୁଷ୍ଠିତ ହେବ। ଏଥିପାଇଁ ଦିନ ୨ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି। ଏହି ସମୟରେ ପ୍ରଭୁଙ୍କ ନୀତିକାନ୍ତି ହେବ…

ହସନଙ୍କୁ ୫ ଓ୍ବିକେଟ ସଫଳତା, ଟିମ୍‌…

ଓଏଲ୍‌ ବ୍ୟୁରୋ: ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନ ଆରମ୍ଭରୁ ଟିମ୍‌ ଇଣ୍ଡିଆ ଅଲଆଉଟ୍‌। ଭାରତୀୟ ଦଳ ପ୍ରଥମ ଇନିଂସରେ ୯୧ ଓଭର ୨ଟି ବଲ୍‌ ଖେଳି ୩୭୬ ରନ୍‌ କରିବାରେ ସକ୍ଷମ ରହିଛି। ବାଂଳଶଦେଶର ହାସନ ମେହମୁଦଙ୍କୁ ୫ ଓ୍ବିକେଟ ସଫଳତା ମିଳିଥିବା ବେଳେ ଭାରତୀୟ ଦଳ ପକ୍ଷରୁ ରବିଚନ୍ଦ୍ରନ…