ହସନଙ୍କୁ ୫ ଓ୍ବିକେଟ ସଫଳତା, ଟିମ୍ ଇଣ୍ଡିଆ ୩୭୬ ରନ୍ରେ ଅଲଆଉଟ
ଓଏଲ୍ ବ୍ୟୁରୋ: ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନ ଆରମ୍ଭରୁ ଟିମ୍ ଇଣ୍ଡିଆ ଅଲଆଉଟ୍। ଭାରତୀୟ ଦଳ ପ୍ରଥମ ଇନିଂସରେ ୯୧ ଓଭର ୨ଟି ବଲ୍ ଖେଳି ୩୭୬ ରନ୍ କରିବାରେ ସକ୍ଷମ ରହିଛି। ବାଂଳଶଦେଶର ହାସନ ମେହମୁଦଙ୍କୁ ୫ ଓ୍ବିକେଟ ସଫଳତା ମିଳିଥିବା ବେଳେ ଭାରତୀୟ ଦଳ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନୀ ସର୍ବାଧିକ ୧୧୩ ରନ୍ ସ୍କୋର କରିଛନ୍ତି।