ମେଜର ଏବଂ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା:…
ଓଏଲ୍ ବ୍ୟୁରୋ: ସବୁଠି ଚର୍ଚ୍ଚାରେ ଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାଜଧାନୀ ଭୁବନେଶ୍ୱର ରାସ୍ତାରେ ଅପମାନିତ କରିବା ମାମଲାରେ ଆଜି ୭ ଜଣଙ୍କୁ ଗିରଫ କରିଛି ପୁଲିସ। ଜେଲ ଗଲା ବେଳେ ୭ ଛାତ୍ର ଦେଇଛନ୍ତି ବିସ୍ଫୋରକ ବୟାନ। ସେମାନେ କହିଛନ୍ତି, ରାତିରେ କାର୍ ଭିତରେ ମେଜରଙ୍କ ବାନ୍ଧବୀ ଆମକୁ ମିଡିଲ୍…