Odisha Link
Bridging the Missing Links in Odisha
Daily Archives

September 23, 2024

୫ମ ଦେଶ ଭାବେ ଇତିହାସ ରଚିଲା ଭାରତ,…

ଓଏଲ୍‌ ବ୍ୟୁରୋ: ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତୀୟ ଦଳ ୨୮୦ ରନ୍‌ରେ ବିଜୟ ହାସଲ କରିଥିଲା। ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ବାଂଲାଦେଶ ବିପକ୍ଷରେ ସହଜ ବିଜୟ ହାସଲ କରିଥିଲା ଭାରତ। ଏଥିସହିତ ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ଛୁଇଁଛି ଭାରତୀୟ କ୍ରିକେଟ ଦଳ। ବିଶ୍ବର…

ଜମ୍ମୁ କଶ୍ମୀର: ପ୍ରଥମଥର ପାଇଁ ଭୋଟ ଦେବେ…

ଓଏଲ୍‌ ବ୍ୟୁରୋ: ଚାଲିଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪। ଗୋଟିଏ ପର୍ଯ୍ୟାୟ ନିର୍ବାଚନ ସରିିଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରଦିନ ଅର୍ଥାତ୍‌ ସେପ୍ଟେମ୍ବର ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ…

ବଦଳିଲା ପୁଣେ ବିମାନବନ୍ଦରର ନାମ,…

ଓଏଲ୍‌ ବ୍ୟୁରୋ: ଆଗକୁ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏହାପୂର୍ବରୁ ସିନ୍ଦେ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ମହାରାଷ୍ଟ୍ର ସରକାର ପୁଣେ ବିମାନବନ୍ଦରର ନାମ ପରିବର୍ତ୍ତନ କରିଛନ୍ତି। ଆଜି କ୍ୟାବିନେଟରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଣିକି ଜଗଦଗୁରୁ ସନ୍ଥ ତୁକାରାମ ମହାରାଜ ବିମାନବନ୍ଦର…

ଲେବାନନ ଉପରେ ଇସ୍ରାଏଲର ବଡ଼ ଧରଣର…

ଓଏଲ୍‌ ବ୍ୟୁରୋ: ତ୍ରୀବ ହେବାରେ ଲାଗିଛି ଇସ୍ରାଏଲ ଓ ହେଜବୁଲା ବିବାଦ। ଲେବାନନ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଇସ୍ରାଏଲ। ସୋମବାର ଦିନ ଲେବାନନ ଉପରେ ଏୟାରଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ। ହେଜବୁଲାର ୩୦୦ଟି ଠିକଣା ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଯାହାଫଳରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା…

୪ ହଜାର କଫ ସିରପ୍ ଜବତ, ୧୮ ଗିରଫ

ଓଏଲ୍‌ ବ୍ୟୁରୋ: ବରଗଡ଼ ପୁଲିସକୁ ସଫଳତା। ୪ ହଜାରରୁ ଊର୍ଦ୍ଧ୍ବ କଫ୍‌ ସିରପ୍ ଜବତ କରାଯାଇଛି। ବାରମ୍ବାର କଫ୍‌ ସିରପ୍ ଜବତ ଏକ ଚିନ୍ତାର କାରଣ ପାଲଟିଥିବାବେଳେ ଏବେ ପୁଲିସ ସବୁଠି ଚଢ଼ାଉ ଜାରି କରିଛି। ପିକଅପ୍ ଭ୍ୟାନ୍‌ରେ ଚାଲାଣ ବେଳେ ପୁଲିସ ୪ ହଜାରରୁ ଊର୍ଦ୍ଧ୍ବ କଫ୍‌ ସିରପ୍ ଜବତ ଜବତ କରିଛି। ଏହି…

ପ୍ରାଚୀନ ଐତିହ୍ୟର ପୁନରୁଦ୍ଧାର ପାଇଁ…

ଓଏଲ୍‌ ବ୍ୟୁରୋ: କୋଣାର୍କ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ବରେ ଜିପିଆର୍‌ ସର୍ଭେ ଆରମ୍ଭ ହୋଇଛି। ହାଇଦ୍ରାବାଦର ନ୍ୟାସନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ବାରା ସର୍ଭେ କରାଯାଉଛି। ସର୍ଭେ କାମ ନେଇ ଏଏସ୍ଆଇ ଅଧୀକ୍ଷକ ଡି.ବି ଗଡ଼ନାୟକ ସୂଚନା ଦେଇଛନ୍ତି। ରେଡିଓ ୱେବ୍ ଜରିଆରେ ଭୂତଳର ୧୫ ମିଟର ଯାଏଁ…

ଜିଲ୍ଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ଜିଲ୍ଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଓତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଗସ୍ତ ବେଳେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା, ଗସ୍ତ ବେଳେ ସେଠି ଲୋକଙ୍କ…

ରାଗିଂ କଟକଣାକୁ ଅବମାନନା, ବ୍ରହ୍ମପୁର…

ଓଏଲ୍‌ ବ୍ୟୁରୋ: ରାଗିଂ ମୁକ୍ତ କ୍ୟାମ୍ପସ କରିବାପାଇଁ ଆଣ୍ଟି ରାଗିଂ କମିଟିର ନିୟମ ସମସ୍ତ କଲେଜରେ ପ୍ରଚଳିତ ହେବାପରେ ମଧ୍ୟ କିଛି ଦିନ ହେବ ଅନେକ କଲେଜରେ ରାଗିଂ ଘଟଣା ଦେଖାଦେଇଛି। ତେବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ରାଗିଂ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ୫ ନମ୍ବର ଛାତ୍ରାବାସରେ ରାଗିଂ…

୮ ସୁଦ୍ଧା ସବୁ ଥାନାରେ ଲାଗିବ ସିସିଟିଭି:…

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଭୁବନେଶ୍ବରଠୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ହେଉଛି ଜୋରଦାର ଚର୍ଚ୍ଚା। ଦିନ ପରେ ଦିନ ଗଡ଼ିବାରେ ଲାଗିଛି ଆଉ ସାମ୍ନାକୁ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ପ୍ରଥମେ ପୁଲିସ ଥାନାରେ…

AYJNISHD-DRC ଠାରେ ଅନ୍ତର୍ଜାତୀୟ…

ଓଏଲ୍‌ ବ୍ୟୁରୋ: ମନର ଭାବକୁ ପ୍ରକାଶ କରିବା ପାଇଁ ସାଧାରଣ ଲୋକଟିଏ ଭାଷାକୁ ମାଧ୍ୟମ କରିଥାଏ। ବାକ୍‌ ଓ ଶ୍ରବଣବାଧିତଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଏ। ସେମାନଙ୍କ ପାଇଁ ସାଙ୍କେତିକ ଭାଷା ଭାବ ବିନିମୟର ମାଧ୍ୟମ ସାଜିଥାଏ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର, ଅଲି ୟାୱାର ଜଙ୍ଗ ନ୍ୟାସନାଲ…