ଦୁଗ୍ଧରେ ଅପମିଶ୍ରଣ, ଠାବ ହେଲା ନକଲି କ୍ଷୀର ପ୍ରସ୍ତୁତ ୟୁନିଟ୍
ଓଏଲ୍ ବ୍ୟୁରୋ: ଦୁଗ୍ଧରେ ଅପମିଶ୍ରଣ। କଟକରେ ନକଲି କ୍ଷୀର ପ୍ରସ୍ତୁତ ୟୁନିଟ୍ ଠାବ ହୋଇଛି। ଜଗତପୁର ନିକଟ ଆତୋଡାରୁ ନକଲି କ୍ଷୀର ପ୍ରସ୍ତୁତ ୟୁନିଟ୍ ଠାବ ହୋଇଛି। କମିଶନରେଟ ପୁଲିସ ନକଲି କ୍ଷୀର ପକ୍ଷରୁ ୟୁନିଟ୍ ପକ୍ଷରୁ ଚଢ଼ାଉ ହୋଇଛି। ଅସ୍ୱାସ୍ଥ୍ୟକର ପରିବେଶରେ କ୍ଷୀର ପ୍ରସ୍ତୁତ ହେଉଥିଲା। ମିଲ୍କ ପାଉଡର ମିଶାଇ ନକଲି କ୍ଷୀର ପ୍ରସ୍ତୁତ ହେଉଥିଲା। ୭ ମାସ ହେବ ଏଠାରେ ନକଲି କ୍ଷୀର, ଦହି, ଲସି ପ୍ରସ୍ତୁତି ହେଉଥିଲା। କମ୍ପାନି ମାଲିକକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।