Odisha Link
Bridging the Missing Links in Odisha
Daily Archives

September 24, 2024

ଯୁବ ଉଦ୍ୟୋଗୀଙ୍କ ପ୍ରୟୋଗଶାଳା ସାଜିବ…

ଓଏଲ୍ ବ୍ୟୁରୋ: ଛାତ୍ର ଅବସ୍ଥାରୁ ହିଁ ଉଦ୍ୟୋଗୀ ବନିବେ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ। ଦକ୍ଷ, କର୍ମଠ ଓ କୁଶଳୀ ଉଦ୍ୟୋଗୀ ସୃଷ୍ଟି ପାଇଁ ନୂତନ ଶିକ୍ଷାନୀତି-୨୦୨୪ ଯେଉଁ ସମ୍ଭାବନା ସୃଷ୍ଟି କରିଛି, ସେ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଉତ୍କଳ ବିଶ୍ବବିଦ୍ୟାଳୟ।…

ଚର୍ଚ୍ଚାରେ ଲାଗିଲା ବିରାମ, ଓଡ଼ିଶାରୁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହେବ ନାହିଁ JSW ପ୍ଲାଣ୍ଟ। ଓଡ଼ିଶାରେ ଇଭି ପ୍ରକଳ୍ପ କରିବନି JSW। ଓଡ଼ିଶାରେ ପ୍ରସ୍ତାବିତ JSW ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ନେଇ ଚର୍ଚ୍ଚା। ଗତ ୭ ମାସ ତଳେ ପୂର୍ବ ସରକାର ସମୟରେ ହୋଇଥିଲା ଚୁକ୍ତି। ଏବେ ପ୍ଲାଣ୍ଟ ମହାରାଷ୍ଟ୍ରକୁ ଚାଲିଯିବା ଚର୍ଚ୍ଚା ଜୋର ଧରିଛି। ଏସବୁ…

ହରିୟାଣା ନିର୍ବାଚନ ପୂର୍ବରୁ କଂଗ୍ରେସ…

ଓଏଲ୍‌ ବ୍ୟୁରୋ: ଅକ୍ଟୋବର ୫ ତାରିଖରେ ଅନୁଷ୍ଠିତ ହେବ ହରିୟାଣା ବିଧାନସଭା ନିର୍ବାଚନ। ଗଣତନ୍ତ୍ର ପର୍ବର ବୈତରଣୀ ପାର କରିବା ପାଇଁ ବିଭିନ୍ନ ଦଳ ଆପଣେଇଛନ୍ତି ସ୍ବତନ୍ତ୍ର ରଣନୀତି। ବିଶେଷ ଭାବେ ହରିୟାଣାରେ ବିଜେପି, କଂଗ୍ରେସ ଓ ଆପ୍‌ ମଧ୍ୟରେ ଦେଖିବାକୁ ମିଳୁଛି ମହା ଲଢ଼େଇ। ଏସବୁ ମଧ୍ୟରେ ହରିୟାଣାର…

ଓଡ଼ିଶାରେ ଜେଏସ୍‌ଡବ୍ଲୁ ପ୍ଲାଣ୍ଟ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଇଭି ପ୍ରକଳ୍ପ କରିବନି ଜେଏସଡବ୍ଲୁ। ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ଚାଲିଯିବ ଜେଏସ୍‌ଡବ୍ଲୁ ପ୍ଲାଣ୍ଟ? ଓଡ଼ିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପରୁ ଓହରିଲା କି କମ୍ପାନୀ?…

ସୁବର୍ଣ୍ଣରେଖାରେ ବାଲିଘାଟ ବନ୍ଦ…

ଓଏଲ୍‌ ବ୍ୟୁରୋ: ସୁବର୍ଣ୍ଣରେଖା ନଦୀରେ ସଂପୂର୍ଣ୍ଣ ବାଲିଘାଟ ବନ୍ଦ ପାଇଁ ଏନଜିଟି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାୟରାମଚନ୍ଦ୍ରପୁର ବାଲିଘାଟର ପରିବେଶ ମଞ୍ଜୁରୀ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲିଜଧାରୀଙ୍କଠୁ ପରିବେଶ କ୍ଷତିଭରଣା ସହ ମାମଲା କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଜଳେଶ୍ୱର…

ବିଜେଡି ପରାଜୟକୁ ନେଇ ବଢ଼ିଲା ଚର୍ଚ୍ଚା,…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ଥିବା ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଥିଲା ଭାରତୀୟ ଜନତା ପାର୍ଟି। ଇତି ମଧ୍ୟରେ ରାଜ୍ୟରେ ମୋହନ ସରକାରକୁ ୧୦୦ ଦିନ ପୂରଣ ହୋଇଛି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜ ଶେଷ ହୋଇନାହିଁ। ଦଳ ତରଫରୁ ପରାଜୟ ସମୀକ୍ଷା…

ନକଲି କ୍ଷୀରର ପର୍ଦ୍ଦାଫାଶ, ଏହି…

ଓଏଲ୍‌ ବ୍ୟୁରୋ: ଦୁଗ୍ଧରେ ଅପମିଶ୍ରଣ। କଟକରେ ନକଲି କ୍ଷୀର ପ୍ରସ୍ତୁତ ୟୁନିଟ୍ ଠାବ ହୋଇଛି। ଜଗତପୁର ନିକଟ ଆତୋଡାରୁ ନକଲି କ୍ଷୀର ପ୍ରସ୍ତୁତ ୟୁନିଟ୍ ଠାବ ହୋଇଛି। କମିଶନରେଟ ପୁଲିସ ନକଲି କ୍ଷୀର ପକ୍ଷରୁ ୟୁନିଟ୍‌ ପକ୍ଷରୁ ଚଢ଼ାଉ ହୋଇଛି। ଅସ୍ୱାସ୍ଥ୍ୟକର ପରିବେଶରେ କ୍ଷୀର ପ୍ରସ୍ତୁତ ହେଉଥିଲା। ମିଲ୍‌କ…

ଜମି ଦୁର୍ନୀତି ମାମଲା: ସିଦ୍ଦରମୈୟାଙ୍କୁ…

ଓଏଲ୍‌ ବ୍ୟୁରୋ: ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା ଲାଗିଛି। ଏହି ମାମଲା ଉପରେ କରିଥିବା ଆବେଦନ କର୍ଣ୍ଣାଟକ ହାଇକୋର୍ଟ ଖାରଜ ହୋଇଯାଇଛି। ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀକୁ ଚାଲେଂଜ ଆବେଦନ ଖାରଜ କରିଛନ୍ତି। ତାଙ୍କ ବିରୋଧରେ ତଦନ୍ତ ପାଇଁ…

ନର୍ସିଂ ଅଫିସରଙ୍କୁ କଡ଼ା ଚେତାବନୀ,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ନର୍ସିଂ କର୍ମଚାରୀ ଆନ୍ଦୋଳନ ଡାକରା ଦେଇଛନ୍ତି। ନର୍ସିଂ ଅଫିସରଙ୍କ ପ୍ରସ୍ତାବିତ ଆନ୍ଦୋଳନ ନେଇ ନର୍ସିଂ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ, ଅଧୀକ୍ଷକଙ୍କୁ ଚିଠି ଲେଖିଲେ ନିର୍ଦ୍ଦେଶକ। ଏସ୍‌ମା ଲାଗିଥିବାରୁ ଆନ୍ଦୋଳନ କଲେ…

ମହାଲକ୍ଷ୍ମୀଙ୍କୁ ୩୦ ଖଣ୍ଡ ନୁହେଁ ୫୦…

ଓଏଲ୍‌ ବ୍ୟୁରୋ: ବେଙ୍ଗାଲୁରୁ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ସାରା ଦେଶକୁ ଥରାଇ ଦେଇଛି। ଦିନ ଗଡ଼ିବା ସହିତ ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ଯେଉଁ ଘରେ ରହୁଥିଲେ ମୃତକ ମହାଲକ୍ଷ୍ମୀ ସେହି ଘରୁ ହିଁ ତାଙ୍କ ମୃତଦେହ ଠାବ ହୋଇଛି। ମହାଲକ୍ଷ୍ମୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ…