Odisha Link
Bridging the Missing Links in Odisha
Daily Archives

September 25, 2024

ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେପି…

ଓଏଲ୍‌ ବ୍ୟୁରୋ: ବିଜେପିର ନୂତନ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଜାରି ରହିଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସଦସ୍ୟତା ଅଭିଯାନ ଜାରି ରହିଛି। ଏସବୁ ଭିତରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ବିଜେପିର…

ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା:…

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବାବେଳେ ଭରତପୁର ଥାନାରେ କ୍ରାଇମ ସିନ୍ ରିକ୍ରିଏସନ୍ ପରେ ସୁନ୍ଦରପୁରରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଂଚିଛନ୍ତି। ମେଜର ଓ ବାନ୍ଧବୀ ମଧ୍ୟ…

ସୁଭଦ୍ରା ଯୋଜନା: ଟଙ୍କା ମିଳିବା ନେଇ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରିଥିବାବେଳେ ପ୍ରାୟ ସୁଭଦ୍ରା ଟଙ୍କା ୨୫.୧୧ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ଅନେକ ଲୋକଙ୍କର ପ୍ରଥମ କିସ୍ତି ଟଙ୍କା ଆସିଯାଇଥିବାରୁ, ବାକି…

ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ…

ଓଏଲ୍‌ ବ୍ୟୁରୋ: ରେଳ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ରେଳ ମନ୍ତ୍ରଣାଳୟ ନେଇ ଐତିହାସିକ ପଦକ୍ଷେେପ। ଦେଶରେ ଆରମ୍ଭ ହୋଇଛି କବଚ ୪.୦। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥା କବଚ ୪.୦ର ଉଦଘାଟନ କରିଛନ୍ତି। ଭାରତ ରେଳବାଇର ମିଶନ ରଫତାର…

ସୁଭଦ୍ରା ଯୋଜନା: ୯୨ ଲକ୍ଷରେ ପହଞ୍ଚିଲାଣି…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରିଥିବାବେଳେ ପ୍ରାୟ ସୁଭଦ୍ରା ଟଙ୍କା ୨୫.୧୧ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ଅନେକ ଲୋକଙ୍କର ପ୍ରଥମ କିସ୍ତି ଟଙ୍କା ଆସିଯାଇଥିବାରୁ, ବାକି…

ଜମ୍ମୁ-କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ…

ଓଏଲ୍‌ ବ୍ୟୁରୋ: ଆଜି ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଚାଲିଛି। ୬ଟି ଜିଲ୍ଲାରେ ୨୬ଟି ଆସନ ପାଇଁ ହେଉଛି ଭୋଟିଂ। ସେଥିରେ ରହିଛି ଜମ୍ମୁର ୧୧ଟି ଓ କାଶ୍ମୀରର ୧୫ଟି ଆସନ। ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ରାଜୌରୀ, ପୁଞ୍ଚ ଓ ରାଇସି ଭଳି…

ଏସ୍‌ମା ଲାଗୁ ସତ୍ତ୍ବେ ନର୍ସିଂ ଅଫିସରଙ୍କ…

ଓଏଲ୍‌ ବ୍ୟୁରୋ: ନର୍ସିଂ କର୍ମଚାରୀ ଆନ୍ଦୋଳନ ଡାକରା ଦେଇଛନ୍ତି। ୧୦ ଦଫା ଦାବି ନେଇ ଜିଦରେ ଅଟଳ ନର୍ସିଂ ଅଫିସର। ଏସମା ଲାଗୁ ସତ୍ତ୍ବେ ଆଜିଠୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ଅଲ୍ ଓଡ଼ିଶା ନର୍ସିଂ ସଂଘ। ରୋଗୀଙ୍କୁ ଦୃଷ୍ଟିରେ ରଖି ଆଜି ଓ କାଲି ଜରୁରୀ ସେବା ବ୍ୟାହତ କରିବୁନି ବୋଲି ଅଲ୍ ଓଡ଼ିଶା…

ଭରତପୁର ଥାନାରେ ମେଜର ଓ ବାନ୍ଧବୀ,…

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବାବେଳେ ଭରତପୁର ଥାନାରେ ମେଜର ଓ ବାନ୍ଧବୀ ପହଂଚିଛନ୍ତି। ସେଦିନ ରାତିରେ କ'ଣ ଘଟିଥିଲା ଖୋଳତାଡ଼ ଚାଲିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ…

ଯୁବଗୋଷ୍ଠୀଙ୍କୁ ମିଳିବ ନିଯୁକ୍ତି ସୁଯୋଗ,…

ଓଏଲ୍‌ ବ୍ୟୁରୋ: ଗତକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ବୈଠକରେ ୪୯୫୪ କୋଟି ୨୬ ଲକ୍ଷ ଟଙ୍କାର ୩୧ଟି ଶିଳ୍ପ ପ୍ରସ୍ତାବକୁ ସରକାରୀ ମଞ୍ଜୁରୀ ମିଳିଛି। ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୨୪,୧୬୨ ଜଣଙ୍କୁ ନିଯୁକ୍ତି ମିଳିବ…