Odisha Link
Bridging the Missing Links in Odisha
Daily Archives

September 26, 2024

ଭରତପୁର ଥାନା ମାମଲା: ଶୀଘ୍ର ରିପୋର୍ଟ…

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଏହି ଘଟଣାରେ କୋର୍ଟରେ ଶୁଣାଣି ହୋଇଥିବାବେଳେ ପୀଡ଼ିତାଙ୍କ ଆବେଦନ ଶୁଣାଣି ଅସମ୍ପୂର୍ଣ୍ଣ ରହିଛି। ତାଙ୍କ ବିରୋଧରେ ହୋଇଥିବା ଏତଲା ରଦ୍ଦ ପାଇଁ ଆବେଦନ କରିଥିଲେ। ବାରଣ ସତ୍ତ୍ୱେ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ୨୧…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପାଇଁ ସବୁଠି ସମସ୍ୟା ସୃଷ୍ଟି ହୋଇଛି। ଲଘୁଚାପ କାରଣରୁ ଘଡ଼ଘଡ଼ି ସହ ବର୍ଷା ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,…

ଦଶହରା ପୂର୍ବରୁ ହାଇକୋର୍ଟଙ୍କ କଡ଼ା…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଦଶହରା, କମ୍ପିବ ଗାଁଠୁ ସହର। ମା'ଙ୍କ ଆଗମନ ପାଇଁ ଏବେଠୁ ଉତ୍ସବ ମୁଖର ହେଲାଣି ପୂଜାମଣ୍ଡପ। ସାରା ଦେଶରେ ଦଶହରା ପାଳନ ଧୁମଧାମରେ ପାଳନ କରାଯାଉଥିବାବେଳେ କଟକ ଦୁର୍ଗାପୂଜା ଓଡ଼ିଶାବାସୀଙ୍କ ପାଇଁ ଟିକେ ନିଆଁରା। ଦଶହରା ଉତ୍ସବ ସମୟରେ କଟକ ସହରର ଭିଡ଼ ବି ଅସମ୍ଭାଳ ହୋଇଥାଏ।…

ସିଆଚିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,…

ଓଏଲ୍‌ ବ୍ୟୁରୋ: ଆଜି ଲଦାଖ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଲଦାଖ ଗସ୍ତରେ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିଆଚିନ୍ ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।…

କାନପୁର ଟେଷ୍ଟ ପୂର୍ବରୁ ଅବସର ଘୋଷଣା କଲେ…

ଓଏଲ୍‌ ବ୍ୟୁରୋ: ଶୁକ୍ରବାର ଆରମ୍ଭ ହେବ ଭାରତ-ବାଂଲାଦେଶ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍। କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଖେଳାଯିବ ସିରିଜର ନିର୍ଣ୍ଣାୟକ ମ୍ୟାଚ୍। ଏହି ହାଇଭୋଲଟେଜ ମୁକାବିଲା ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ବିଶ୍ବ କ୍ରିକେଟର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ୍‌ ହାସନ୍। ପୂର୍ବରୁ ଟି-୨୦…

ପୁଣି ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା,…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପାଇଁ ସବୁଠି ସମସ୍ୟା ସୃଷ୍ଟି ହୋଇଛି। ଉପରମୁଣ୍ଡରେ ବର୍ଷା ଯୋଗୁ ପୁଣି ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା କରାଯାଉଛି। ଗାଲୁଡିହିରୁ ୨୨୦୦ କ୍ୟୁସେକ ପାଣି ଛାଡ଼ିଲା ପରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। ନଦୀର ଉପର…

ଅଶାନ୍ତ ସମୁଦ୍ରରୁ ସୁରକ୍ଷିତ ଉଦ୍ଧାର…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ପାଇଁ ସବୁଠି ସମସ୍ୟା ସୃଷ୍ଟି ହୋଇଛି। ଏସବୁ ଭିତରେ ପାରାଦୀପ ମହାନଦୀ ମୁହାଣରେ ୧୪ ମତ୍ସ୍ୟଜୀବୀ ଫସି ରହିଥିବା ଜଣା ପଡିଥିଲା। କୋଷ୍ଟଗାର୍ଡଙ୍କ ଉଦ୍ୟମ ପରେ ପାରାଦୀପ ମହାନଦୀ ମୁହାଣରୁ ୧୪ ମତ୍ସ୍ୟଜୀବୀ ସୁରକ୍ଷିତ…

କଂଗ୍ରେସକୁ ନଡ୍ଡାଙ୍କ କଟାକ୍ଷ,…

ଓଏଲ୍‌ ବ୍ୟୁରୋ: ବିଜେପିର ନୂତନ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଜାରି ରହିଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସଦସ୍ୟତା ଅଭିଯାନ ଜାରି ରହିଛି। ଏସବୁ ଭିତରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ…

ସଚିନ ତେନ୍ଦୁଲକରଙ୍କ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ କାନପୁର ଟେଷ୍ଟ। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଆଖି ଦୃଶିଆ ପ୍ରଦର୍ଶନ କରିନଥିବା ବିରାଟ କୋହଲିଙ୍କ ଉପରେ ରହିବ ସମସ୍ତଙ୍କ ନଜର। ଏଥିସହିତ ବିରାଟ କୋହଲିଙ୍କ ନଜର ଏକ ବଡ଼ ରେକର୍ଡ ଉପରେ ରହିଛି। କାନପୁର ଟେଷ୍ଟରେ ସେ ମହାନ ବ୍ୟାଟସ୍‌ମ୍ୟାନ ସଚିନ…

ବିଡିଓ ସ୍ତରରେ ଅଦଳବଦଳ, ଜାଣନ୍ତୁ କେଉଁ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ବିଡିଓ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୪୩ଜଣ ବିଡିଓଙ୍କ ବଦଳି କରାଯାଇଛି। ବିଜ୍ଞପ୍ତି ଅନୁସାରେ ତହସିଲଦାର ସ୍ତରରେ ଥିବା ଜୁନିୟର ପାହ୍ୟାର ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ନିଯୁକ୍ତି... ଚନ୍ଦ୍ରମଣି ନାଗ ରାଜବଡ଼ାସମ୍ବରରୁ…