Odisha Link
Bridging the Missing Links in Odisha
Daily Archives

September 26, 2024

ବିଜେପି ସହ ଯୋଡ଼ିହେବା ପାଇଁ ଜେପି…

ଓଏଲ୍‌ ବ୍ୟୁରୋ: ବିଜେପିର ନୂତନ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଜାରି ରହିଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସଦସ୍ୟତା ଅଭିଯାନ ଜାରି ରହିଛି। ଏସବୁ ଭିତରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ…

ଲଘୁଚାପର ତାଣ୍ଡବ, ତାଳଚେରରେ ସର୍ବାଧିକ…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଘରୁ ବାହାରିବା ଏବଂ ଯାତାୟତରେ ଅସୁବିଧା ପରିଲକ୍ଷିତ ହୋଇଛି। ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବାଲିକୁଦାରେ ୧୦୫, ଜଗତସିଂହପୁରରେ ୯୯.୧, ଉଦଳାରେ ୯୪ ମିମି,…

ଆସ୍ଥାର ପ୍ରାଣକେନ୍ଦ୍ର…

ଓଏଲ୍‌ ବ୍ୟୁରୋ: ବୁଧବାର ଶେଷ ହୋଇଛି ଜମ୍ମୁ-କଶ୍ମୀର ବିଧାନସଭାର ଦ୍ବିତୀୟ ଚରଣ ମତଦାନ। ଦ୍ବିତୀୟ ଚରଣରେ ୨୬ଟି ଆସନ ପାଇଁ ହୋଇଥିବା ମତଦାନ। ୫୬ ପ୍ରତିଶତରୁ ଅଧିକ ଲୋକ ମତଦାନ କରିଥିବା ଜଣାପଡ଼ିଛି। ଏଭଳିକି କିଛି ବୁଥରେ ଉତ୍ସାହଜନକ ଭୋଟିଂ ହୋଇଥିବା ବେଳେ ମତଦାତାଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା।…

ମହାଲକ୍ଷ୍ମୀ ହତ୍ୟା ମାମଲା: ସାଙ୍ଘାତିକ…

ଓଏଲ୍‌ ବ୍ୟୁରୋ: ବେଙ୍ଗାଲୁରୁରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ସାରା ଦେଶକୁ ଥରାଇ ଦେଇଛି। ଦିନ ଗଡ଼ିବା ସହିତ ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ଏସବୁ ମଧ୍ୟରେ ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ରୟଙ୍କ ମୃତଦେହ ଠାବ ହୋଇଛି। ସେ ଆତ୍ମହତ୍ୟା କରିଥିବା ସୂଚନା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ…

ଓଏଲ୍‌ ବ୍ୟୁରୋ: ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍.ପାଟିଲ୍। ଦିନିକିଆ ଗସ୍ତରେ ଆସି ଚନ୍ଦ୍ରକାନ୍ତ ରଘୁନାଥ ପାଟିଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଅତିଥି ଭବନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ପୁରୀ ଗସ୍ତ କରିଥିଲେ। ଅତିଥି ଭବନରୁ ପୁରୀ ଜିଲ୍ଲା ସତ୍ୟବାଦୀ ସୁଆଣ୍ଡୋରେ…

ସଞ୍ଜୟ ରାଉତଙ୍କୁ ଜେଲ୍ ଦଣ୍ଡାଦେଶ,…

ଓଏଲ୍‌ ବ୍ୟୁରୋ: ମାନହାନି ମକଦ୍ଦମା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ବଡ ଝଟକା। ସଞ୍ଜୟ ରାଉତଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ମୁମ୍ବାଇ ମେଟ୍ରୋପଲିଟାନ୍‌ କୋର୍ଟ। ଶିବସେନା ନେତା ସଞ୍ଜୟଙ୍କୁ ୧୫ ଦିନ ଜେଲ୍ ସହ ୨୫ ହଜାର ଜରିମାନା କରାଯାଇଛି। ସୂଚନା ଅନୁସାରେ, ଶୌଚାଳୟ ନିର୍ମାଣରେ ୧୦୦ କୋଟିର…

ମହାଲକ୍ଷ୍ମୀ ହତ୍ୟା ମାମଲା: ଏସ୍‌ପି ଦେଲେ…

ଓଏଲ୍‌ ବ୍ୟୁରୋ: ବେଙ୍ଗାଲୁରୁରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ସାରା ଦେଶକୁ ଥରାଇ ଦେଇଛି। ଦିନ ଗଡ଼ିବା ସହିତ ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ଏସବୁ ମଧ୍ୟରେ ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ରୟଙ୍କ ମୃତଦେହ ଠାବ। ସେ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି…

ମହାନଦୀ ଜଳ ବିବାଦ ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଥିବାବେଳେ ବିଜେପିର ନୂତନ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଜାରି ରହିଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସଦସ୍ୟତା ଅଭିଯାନ ଜାରି ରହିଛି। ଏସବୁ ଭିତରେ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍.ପାଟିଲ୍।…

ଭୁବନେଶ୍ୱରରେ ଜେପି ନଡ୍ଡା,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଥିବାବେଳେ ବିଜେପିର ନୂତନ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଜାରି ରହିଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସଦସ୍ୟତା ଅଭିଯାନ ଜାରି ରହିଛି। ଏସବୁ ଭିତରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି…

ଗୁଣବତ୍ତା ପରୀକ୍ଷାରେ ପାରାସିଟାମଲ୍‌…

ଓଏଲ୍‌ ବ୍ୟୁରୋ: ଧାର୍ଯ୍ୟ ଗୁଣବତ୍ତାକୁ ପୂରଣ କରିପାରୁନି ମେଡିସନ୍। ପାରାସିଟାମଲ୍‌ ସମେତ ୫୩ଟି ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି। ଏଥିରେ ଭିଟାମିନ୍‌, ଡାଇବେଟିସ୍‌ ଏବଂ ରକ୍ତଚାପ ଔଷଧ ସହ ଆଣ୍ଟିବାୟୋଟିକ୍‌ ସାମିଲ ରହିଛି । ଦେଶର ସବୁଠାରୁ ବଡ଼ ଡ୍ରଗ୍‌ ରେଗୋଲେଟୋରି ବଡି ‘ସେଣ୍ଟ୍ରାଲ୍‌…