Odisha Link
Bridging the Missing Links in Odisha
Daily Archives

September 30, 2024

ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ,…

ଓଏଲ୍‌ ବ୍ୟୁରୋ: ଆଜି ପୁରୀରେ ଗୃହ ବିଭାଗର ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା। ବିଭାଗୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱାଧୀନ ୧୨ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ପୁରୀ ଗସ୍ତରେ ଯାଇ ବୈଠକ…

ଭରତପୁର ଥାନା ମାମଲା: ଆଗୁଆ ଜାମିନ ଆବେଦନ…

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ଏସବୁ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। ୫ ନିଲମ୍ବିତ ପୁଲିସ ଅଧିକାରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଲିନୀ…

ଟେଷ୍ଟ କ୍ରିକେଟରେ ଟିମ୍‌ ଇଣ୍ଡିଆର ବିଶ୍ବ…

ଓଏଲ୍‌ ବ୍ୟୁରୋ: ଦୁଇ ଦିନ ଗୋଟିଏ ବି ବଲ୍‌ ପଡ଼ି ନଥିବା କାନପୁର ଟେଷ୍ଟରେ ନୂଆ ଟ୍ବିଷ୍ଟ। ଭାରତ-ବାଂଲାଦେଶ କାନପୁର ଟେଷ୍ଟର ୪ର୍ଥ ଦିନ ରୋମଞ୍ଚଭରା ରହିଛି। ବର୍ଷା ଯୋଗୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଅଢ଼େଇ ଦିନ ଧୋଇ ଯିବାରୁ ରୋହିତ ସେନା ପୂରା ଆଟାକିଂ ମୁଡ୍‌କୁ ଚାଲି ଆସିଛି। ୪ର୍ଥ ଦିନର ଟି’…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା:…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଅନେକ ବ୍ୟକ୍ତି ଆବେଦନ କରିଥିବା ବେଳେ ହିତାଧିକାରୀଙ୍କ ପାଇଁ ବଡ ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ବଡ଼ ବୟାନ ଦେଇଛନ୍ତି। ସେ…

ଚିତ୍ରକୋଣ୍ଡା: ୧ ଟନ୍ କଇଁଛ ଜବତ, ୨ ଗିରଫ

ଓଏଲ୍‌ ବ୍ୟୁରୋ: ଚିତ୍ରକୋଣ୍ଡାରେ କଇଁଛ ଚାଲାଣ ବେଳେ ବନ ବିଭାଗ ତାକୁ କାବୁ କରିଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ରାଜୁଲୁକୋଣ୍ଡା ନିକଟରେ ବନ ବିଭାଗ ୧ ଟନ୍ କଇଁଛ ଜବତ କରିଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଚାଲାଣ ବେଳେ ୧ ଟନ୍ କଇଁଛ ଜବତ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ୩୫ଟି ବସ୍ତାରେ କଇଁଛ ଗୁଡ଼ିକୁ…

ଭଦ୍ରକରେ ଉତ୍ତେଜନା: ୨୨ ଗିରଫ, ଶତାଧିକ…

ଓଏଲ୍‌ ବ୍ୟୁରୋ: ଭଦ୍ରକ ଗଣ୍ଡଗୋଳ ଘଟଣାରେ ୪୦୦ ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଭଦ୍ରକ ଓ ଧାମନଗର ଉତ୍ତେଜନା ଘଟଣାରେ ଗିରଫ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ପୂର୍ବରୁ ୧୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ଆଉ ୭ ଜଣଙ୍କୁ ପୁଲିସ ଗିରଫ କରିଥିବା ପୂର୍ବାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି।…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସୁଭଦ୍ରା…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଆଉ ଏକ ଖୁସି ଖବର। ଏଣିକି ସୁଭଦ୍ରା ଆବେଦନକାରୀଙ୍କୁ ଟଙ୍କା ସହ ପୁରସ୍କାର ମଧ୍ୟ ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ଆବେଦନକାରୀଙ୍କୁ ପୁରସ୍କାର ମିଳିବ। ଏକ ଓ ଏକ କୋଟି ନମ୍ବରରେ ଥିବା…

ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ…

ଓଏଲ୍‌ ବ୍ୟୁରୋ: ବାୟୁସେନାର ମୁଖ୍ୟ ହେଲେ ଏୟାର ମାର୍ଶଲ ଅମର ପ୍ରୀତ ସିଂହ। ତାଙ୍କ ନିଯୁକ୍ତି ଉପରେ ଭାରତ ସରକାର ମୋହର ମାରିଥିବାବେଳେ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଭାରତୀୟ ବାୟୁସେନାରେ ଏୟାର ମାର୍ଶଲ ଅମର ପ୍ରୀତ ଏୟାର ଷ୍ଟାଫର ଉପ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ…

ଛତୁଆର ମାନ ଯାଞ୍ଚ ପ୍ରସଙ୍ଗ: ଉଦବେଗ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପରିପୂରକ ପୃଷ୍ଟି ଯୋଜନାରେ ଛତୁଆ ସମେତ ଅନ୍ୟାନ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି। ହେଲେ ଅନେକ କ୍ଷେତ୍ରରେ ଦେଖାଦେଇଛି ଯେ ଶିଶୁ ଓ ଝିଅମାନଙ୍କୁ ପୃଷ୍ଟି ପାଇଁ ଯୋଗାଇ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ଯାହାକୁ…

ଭଦ୍ରକ: କୋହଳ ହେଲା କଡ଼ା କଟକଣା, ହେଲେ…

ଓଏଲ୍‌ ବ୍ୟୁରୋ: ଧାମନଗର ଓ ଦୋବଲରେ ୩ ଦିନ ପରେ କଟକଣା କୋହଳ କରାଯାଇଛି। ସକାଳ ୬ଟାରୁ ରାତି ୮ଟା ଯାଏ ଖୋଲିବ ଦୋକାନ। ହେଲେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେନି। ତେବେ ସୋସିଆଲ ମିଡିଆ ପୋଷ୍ଟରୁ ତୁମୁଳକାଣ୍ଡ ହୋଇଥିଲା। ଭଦ୍ରକ ଜିଲ୍ଲାରେ ୨ ଦିନ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିବାବେଳେ ଏବେ ଆଉ…