Odisha Link
Bridging the Missing Links in Odisha
Daily Archives

September 30, 2024

କାରଣ ଦର୍ଶାଅ ନୋଟିସ୍‌ ପରେ ମୁହଁ ଖୋଲିଲେ…

ଓଏଲ୍‌ ବ୍ୟୁରୋ: ଶଙ୍ଖ ଭବନରେ ଆରମ୍ଭ ହୋଇଥିବା ଭୁବନେଶ୍ବର ବିଜେଡି କଳି ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ରାଜଧାନୀରୁ ଆରମ୍ଭ କରି ଗାଁରେ ବିଜେଡି କଳି କଥାରେ ଲାଗି ରହିଛି ଚର୍ଚ୍ଚା। ଏସବୁ ମଧ୍ୟରେ ଭୁବନେଶ୍ବର ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ ୪ ଜଣ ନେତାଙ୍କୁ କାରଣ…

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟ…

ଓଏଲ୍‌ ବ୍ୟୁରୋ: ସୁପ୍ରିମକୋର୍ଟରେ ତିରୁପତି ଲଡ଼ୁ ବିବାଦ ମାମଲା। ସୁପ୍ରିମକୋର୍ଟ ସୋମବାର କହିଛନ୍ତି, ଯେଉଁ ଲୋକ ସାମ୍ବିଧାନିକ ପଦ ପଦବୀରେ ବସିଛନ୍ତି, ତାଙ୍କଠୁ ଏତିକି ଆଶା ରଖାଯାଇ ପାରିବ ଯେ ଭଗବାନଙ୍କୁ ରାଜନୀତିରୁ ଦୂରରେ ରଖିବେ। ବର୍ତ୍ତମାନ ସୁପ୍ରିମକୋର୍ଟରେ ତିରପତି ମନ୍ଦିରର ଲଡ଼ୁର ଶୁଦ୍ଧତାକୁ ନେଇ…

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଅଘଟଣ,…

ଓଏଲ୍ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଇନଭର୍ଟର୍ ଫାଟିବାରୁ ଅଗ୍ନିକାଣ୍ଡ ହୋଇଛି। ଘଟଣା ସ୍ଥଳରେ କେହି ଆହତ ହୋଇନଥିବାବେଳେ କେତେ କ୍ଷୟକ୍ଷତି ହୋଇଛି ଅସ୍ପଷ୍ଟ ରହିଛି। ଖୋର୍ଦ୍ଧା ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ…

ଜାଡେଜାଙ୍କ ନୂଆ କୀର୍ତ୍ତିମାନ, ବିଶ୍ବର…

ଓଏଲ୍‌ ବ୍ୟୁରୋ: କାନପୁର ଟେଷ୍ଟରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡେଜା। କପିଳ ଦେବ ଓ ରବିଚନ୍ଦ୍ରନ ଅଶ୍ବିନୀ ପୂର୍ବରୁ ଥିବା ଏକ ସ୍ବତନ୍ତ୍ର କ୍ଲବରେ ସାମିଲ ହେଲେ ରବୀନ୍ଦ୍ର ଜାଡେଜା। ୪ର୍ଥ ଭାରତୀୟ ବୋଲର ଭାବେ ଦ୍ରୁତ ୩୦୦ ଓ୍ବିକେଟ ଦଖଲ କ୍ଲବରେ ସାମିଲ ହୋଇଛନ୍ତି…

ବିଜେଡି କଳି: ୪ ନେତାଙ୍କୁ କାରଣ ଦର୍ଶାଅ…

ଓଏଲ୍ ବ୍ୟୁରୋ: ଭୁବନେଶ୍ୱର ବିଜେଡି କଳିକୁ ନେଇ ଚର୍ଚ୍ଚା ବଢୁଥିବାବେଳେ ଭୁବନେଶ୍ୱରର ୪ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଦଳରେ ବିଶୃଙ୍ଖଳା ସୃଷ୍ଟି ନେଇ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ଏହି ନୋଟିସ ଜାରି କରିଛନ୍ତି। ୧୫ ଦିନ…

ନେପାଳରେ ଭୟଙ୍କର ସ୍ଥିତି, ମାଟି ତଳେ…

ଓଏଲ୍ ବ୍ୟୁରୋ: ନେପାଳରେ ବନ୍ୟା ବିଭୀଷିକା। ଲଗାଣ ବର୍ଷାରେ ବିଭିନ୍ନ ଅଞ୍ଚଳ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଭୟଙ୍କର ବନ୍ୟାରେ ଏଯାଏଁ ୧୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। କେବଳ କାଠମାଣ୍ଡୁରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ୪୨ରୁ ଅଧିକ ନିଖୋଜ ହୋଇଛନ୍ତି। ଭୟଙ୍କର ବନ୍ୟାରେ…

ଦାୟିତ୍ୱ ନେଲେ ଟ୍ୱିନସିଟି କମିଶନର…

ଓଏଲ୍‌ ବ୍ୟୁରୋ: ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡିଶା ସରକାର। ଏହି ଅଦଳବଦଳ ପରେ ୧୯୯୮ ବ୍ୟାଚ୍ ଆଇପିଏସ ଅଫିସର ସୁରେଶ ଦେବଦତ୍ତ ସିଂଙ୍କୁ କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଛି। ଟ୍ୱିନସିଟି କମିଶନର ଭାବେ ସୁରେଶ ଦେବଦତ୍ତ ସିଂ ଦାୟିତ୍ୱ ନେଇଛନ୍ତି। ପୁଲିସ ସେବା…

କାନପୁର ଟେଷ୍ଟ: ୨୩୩ ରନ୍‌ରେ ଅଲଆଉଟ୍‌…

ଓଏଲ୍‌ ବ୍ୟୁରୋ: ବର୍ଷା ବାଧାପ୍ରାପ୍ତ କାନପୁର ଟେଷ୍ଟର ପ୍ରଥମ ଇନିଂସରେ ଅଲଆଉଟ୍‌ ହୋଇଛି ଭ୍ରମଣକାରୀ ବାଂଲାଦେଶ ଦଳ। ୨୩୩ ରନରେ ଅଲଆଉଟ ହୋଇଛି ବାଂଲାଦେଶ ଦଳ। ୭୪ ଓଭର ୨ ଟି ବଲ ଖେଳି ବାଂଲାଦେଶ ଦଳ ସମସ୍ତ ଓ୍ବିକେଟ ହରାଇଛି। ଦଳ ପକ୍ଷରୁ ମୋମିନୁଲ ହକ୍‌ ୧୦୭ ରନର ଦମଦାର ଇନିଂସ୍‌ ଖେଳିଥିଲେ। ସେ ଅପରାଜିତ…

ରାଜଧାନୀ ଉପକଣ୍ଠରୁ ଗଞ୍ଜେଇ ସହ କୋଟି…

ଓଏଲ୍‌ ବ୍ୟୁରୋ: ରାଜଧାନୀରୁ କୋକେନ୍‌ ଧରିଲା ଦିଲ୍ଲୀ ଟିମ୍। ଭୁବନେଶ୍ବର ଉପକଣ୍ଠ ମଦନପୁରରୁ ଗଞ୍ଜେଇ ସହ ୫୦୦ କୋଟିର କୋକେନ ଜବତ ହୋଇଛି। ୫୦୦ କୋଟିର କୋକେନ ସହ ୫ କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି। ବିଲ ମଝିରେ ୫୦୦ କୋଟିର କୋକେନ ସହ ଗଞ୍ଜେଇ ବୋଝେଇ କାର ଜବତ ହୋଇଛି। ଘଟଣାସ୍ଥଳରୁ ୬ ସନ୍ଦିଗ୍ଧ…

୨୫ ଆଇପିଏସ୍‌ଙ୍କୁ ସରକାରଙ୍କ ବଡ଼…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ପୂର୍ବରୁ ପୁଲିସ୍‌ ବିଭାଗରେ ଗୁରୁତ୍ବପୂର୍ଣ୍ଣ ପଦବିରେ ବସିଥିବା ପ୍ରଭାବଶାଳୀ ଆଇପିଏସ୍‌ ଅଧିକାରୀମାନଙ୍କୁ ହଟାଇ ଦିଆଯାଇଛି। ଦଶହରା ପୂର୍ବରୁ ଆଇପିଏସ୍‌ ସ୍ତରରେ ବଡ଼ ଧରଣର…