Odisha Link
Bridging the Missing Links in Odisha
Monthly Archives

October 2024

୧ ନମ୍ବର ସ୍ଥାନ ହରାଇଲେ ବୁମରାହ

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାହ ହରେଇଲେ ଏକ ନମ୍ବର ସ୍ଥାନ। ଆଇସିସି ଟେଷ୍ଟ ରାଙ୍କିଙ୍ଗର ତାଜା ଅପଡେଟ୍ ଅନୁସାରେ, ନିଜର ଏକ ନମ୍ବର ସ୍ଥାନ ହରାଇଛନ୍ତି ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା। ତାଙ୍କୁ ହଟେଇ ଏବେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ଏବେ…

ବିଧାନସଭା: ନଭେମ୍ବର ୨୬ରୁ ଶୀତକାଳୀନ…

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୬ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଚାଲିବ। ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ। ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ମନ୍ତ୍ରୀଙ୍କ ବଡ଼ ଘୋଷଣା: ନଭେମ୍ବରରୁ…

ଓଏଲ୍‌ ବ୍ୟୁରୋ: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ନଭେମ୍ବରରୁ ମିଳିବ ନୂଆ ରାସନ କାର୍ଡ। ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହ ଇ-କେୱାଇସିକୁ ନେଇ ସାଧାରଣରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…

କନେଷ୍ଟବଳ ନିଯୁକ୍ତି ପ୍ରସଙ୍ଗ: ଆବେଦନ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ବିଭିନ୍ନ ବାଟାଲିଅନରେ ୬ ବର୍ଷ ପରେ କନେଷ୍ଟବଳ/ସିପାହୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିବାଦ ଦେଖା ଦେଇଥିଲା। ବିଜ୍ଞପ୍ତି ଅନୁସାରେ ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନେଷ୍ଟବଳ/ସିପାହୀ ଆବେଦନ ପାଇଁ ଆଜି ଶେଷ ତାରିଖ ରହିଥିଲା। ଆଜି ଥିବା ଶେଷ ତାରିଖକୁ…

ଖୁବ୍‌ଶୀଘ୍ର ମିଳିବ ୩ୟ ପର୍ଯ୍ୟାୟ…

ଓଏଲ୍‌ ବ୍ୟୁରୋ: ଦୀପାବଳି ପୂର୍ବରୁ ମହିଳାଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ୨ଟି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିଛି। ଖୁବ୍‌ ଜଲ୍‌ଦି ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ଦେବୁ।…

ବିହାରରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ,…

ଓଏଲ୍‌ ବ୍ୟୁରୋ: ବିହାର ପାଟ୍‌ନା ମେଟ୍ରୋ ନିର୍ମାଣ ସ୍ଥଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେହିପରି ୮ ଜଣ ଆହତ ହୋଇଛନ୍ତି। ଏହି ଦୁଇ ଶ୍ରମିକ ଓଡିଶା ବାସିନ୍ଦା ବୋଲି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିବା…

ଯାତ୍ରାରୁ ବାଦ୍ ପଡ଼ିବ ଅଶ୍ଳୀଳ ନୃତ୍ୟ,…

ଓଏଲ୍‌ ବ୍ୟୁରୋ: ନୃତ୍ୟ କରି ସୋସିଆଲ୍ ମିଡିଆରେ ପ୍ରସିଦ୍ଧ ହେବାକୁ, କିଛି ଲୋକ ସବୁ ପ୍ରକାର କାର୍ଯ୍ୟ କରିଥାନ୍ତି। ଏହି ପ୍ରୟାସରେ, ସେମାନେ ମଧ୍ୟ କିଛି ଲଜ୍ଜାଜନକ ଏବଂ ଅଶ୍ଳୀଳ ନୃତ୍ୟ କରିବା ଆରମ୍ଭ କରୁଛନ୍ତି। ଯାତ୍ରାରେ ମଧ୍ୟ ଅଶ୍ଳୀଳ ନୃତ୍ୟ ଦେଖିବାକୁ ମିଳୁଛି। ଯାହାକୁ ନେଇ ଚର୍ଚ୍ଚା ହେଉଥିବାବେଳେ…

କିରାଣିଙ୍କ ଗର୍ଭନଷ୍ଟ ଅଭିଯୋଗ: ବ୍ଲକ…

ଓଏଲ୍‌ ବ୍ୟୁରୋ: ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ କେନ୍ଦ୍ରାପଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ସରକାରୀ ପଦବୀରେ ଥିବା ମହିଳା ନିଜର କ୍ଷମତାର ଅପବ୍ୟବହାର କରି ନିଜର ଜଣେ ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ ଯିବାକୁ ଅନୁମତି…

ଓଡ଼ିଶା ବିଜେପିକୁ ମିଳିବ ନୂଆ ମୁଖିଆ,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଜେପିକୁ ମିଳିବେ ନୂଆ ମୁଖିଆ। ଖୁବଶୀଘ୍ର ରାଜ୍ୟ ବିଜେପି ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ ହେବ। ସରକାରକୁ ଆସିବା ପରେ ଏଥିପାଇଁ ଅଣ୍ଟାଭିଡିଛି ବିଜେପି। ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କର୍ମଶାଳା ଜାରି…

ପ୍ରତି ପଞ୍ଚାୟତରେ ହେବ ସ୍ୱୟଂସିଦ୍ଧା,…

ଓଏଲ୍‌ ବ୍ୟୁରୋ: ୧୯୯୯ ମସିହାର ଛାତିଥରା ମହାବାତ୍ୟାକୁ ମଙ୍ଗଳବାର ଦିନ ୨୫ ବର୍ଷ ପୂରିଛି। ମୃତ୍ୟୁର ସେ କରାଳ ତାଣ୍ଡବର ବିକଳ ଦୃଶ୍ୟ ଏବେ ବି ସତେଜ ଅଛି। ପ୍ରତିବର୍ଷ ଏମିତି କେତେ ବାତ୍ୟା, ବନ୍ୟା, ମରୁଡ଼ି ଭଳି ବିପତ୍ତି ଆସିଛି ଓ ଯାଇଛି। ହେଲେ ଓଡ଼ିଶା ଧୈର୍ଯ୍ୟର ସହ ସେସବୁକୁ ସାମନା କରିଛି ଏବଂ ବିକାଶ…