Odisha Link
Bridging the Missing Links in Odisha
Daily Archives

October 1, 2024

ତାତିରୁ ନାହିଁ ଆଶ୍ଵସ୍ତି, ୪ ଜିଲ୍ଲାରେ…

ଓଏଲ୍‌ ବ୍ୟୁରୋ: ପାଗରେ ପରିବର୍ତନ ଏବେ ଚିନ୍ତାର ବିଷୟ ପାଲଟିଲାଣି। ଗ୍ରୀଷ୍ମ ପରେ ବର୍ଷା ଯେତିକି ପରିବେଶକୁ ପ୍ରଭାବିତ ନକରିଛି, ତା'ଠୁ ଯଥେଷ୍ଟ ଅଧିକ ଅସହ୍ୟ ଗରମ ଅନୁଭୂତ ହେଉଛି। ସେପ୍ଟେମ୍ବର ଶେଷ ହୋଇଥିଲେ ମଧ୍ୟ ଏଯାଏଁ ପାଗରେ ସଠିକ ପରିବର୍ତ୍ତନ ଆସି ପାରିନାହିଁ। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୫…

ସୁଦୃଢ଼ ହେବ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ,…

ଓଏଲ୍‌ ବ୍ୟୁରୋ: ଗାନ୍ଧୀ ଜୟନ୍ତୀରେ ଓଡିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍‌ ଜନମନ ଯୋଜନାରେ ଉପକୃତ ହେବ ଓଡ଼ିଶାର ଆଦିବାସୀ ଅଞ୍ଚଳ। ଆସନ୍ତାକାଲି ୧୪୭ କିମି ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି। ଦେବଗଡ଼, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା ଦେଇ…

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ…

ଓଏଲ୍‌ ବ୍ୟୁରୋ: ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି ମିଳିଛି। ପ୍ରତାପଙ୍କ ନାଁରେ ତଳକୋର୍ଟ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଡବଲ ମର୍ଡର ମାମଲାରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ ଜେନା। ଚାର୍ଜସିଟ୍‌ରେ ପ୍ରତାପଙ୍କ ନାଁ ନଥିବାରୁ ପୁନଃ ତଦନ୍ତ ନିର୍ଦ୍ଦେଶ ହୋଇଥିଲା।…

‘ନଭେମ୍ବରରୁ ୩୧୦୦ ଟଙ୍କାରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଧାନର ଏମଏସପି ବୃଦ୍ଧି କରିଛନ୍ତି। ଏହି କ୍ରମରେ ଚଳିତ ଖରିଫ ଋତୁ ପାଇଁ ଆସନ୍ତା ନଭେମ୍ବର ମାସରୁ ବରଗଡର ସୋହେଲାରୁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଶହ ଟଙ୍କା ଅଧିକ ଦେଇ ଧାନ କିଣା ଆରମ୍ଭ କରିବେ ବୋଲି ବିଜେପି ମୁଖପାତ୍ର…

ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟବୀମା ଲାଗୁ ହେବ। ଖୁବଶୀଘ୍ର ଲାଗୁ ହେବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକ ପାଇବେ ହେଲ୍‌ଥ କାର୍ଡ। କାର୍ଡରେ ଦେଶର ୨୭ ହଜାର ହସ୍ପିଟାଲ୍‌ରେ…

ଶ୍ରୀମନ୍ଦିରରେ ଲୁହା କଡ଼େଇ ବ୍ୟବହାର…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରୋଷ ମଧ୍ୟରେ ମାଟି କୁଡୁଆରେ ରନ୍ଧନ ପରମ୍ପରା ଥିବା ବେଳେ କିଛି ସୁପକାର ଲୁହା କଡ଼େଇ ବ୍ୟବହାର କରୁଥିବା ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିସର କିମ୍ବା…

ଆସନ୍ତାକାଲି ପିତୃପକ୍ଷର ଅନ୍ତିମ ଦିବସ,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପିତୃପକ୍ଷର ଅନ୍ତିମ ଦିବସ ପବିତ୍ର ମହାଲୟା। ଏ ନେଇ ପୁରୀ ଶ୍ରୀମନ୍ଦିରରେ ପିତୃ ପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନ ପାଇଁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେବାର ସମ୍ଭାବନା ରହିଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ପିଣ୍ଡଦାନ ପାଇଁ ଭିଡ଼ ଜମିବ। ବିଶ୍ୱାସ…

ନିର୍ବାଚନୀ ଅନିୟମିତତା ମାମଲା: ଅଡୁଆରେ…

ଓଏଲ୍‌ ବ୍ୟୁରୋ: ନିର୍ବାଚନରେ ବିଜୟୀ ହେବା ପରେ ଏବେ ଅଡୁଆରେ ରାଉରକେଲା ବିଧାୟକ ସାରଦା ନାୟକ। ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ସାଂଘାତିକ ଅଭିଯୋଗ ଆସିବା ପରେ ଏବେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ହୋଇଛି। ନିର୍ବାଚନ ପୂର୍ବରୁ ସାରଦା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ…

ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ, ଚାଲିଗଲା…

ଓଏଲ୍‌ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ। ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବା ବେଳେ ବୁଡିଯାଇ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣଙ୍କ ପରିଚୟ ମିଳି ନଥିବା ବେଳେ ଅଗ୍ନିଶମ ବିଭାଗ ଦ୍ଵାରା ପୁଷ୍କରିଣୀରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ପୁରୀ ସଦର ଡାକ୍ତରଖାନା…

IND vs BAN: ୨-୦ରେ ଟେଷ୍ଟ ସିରିଜ…

ଓଏଲ୍‌ ବ୍ୟୁରୋ: କାନପୁର ଟେଷ୍ଟ ସହିତ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ। ଭ୍ରମଣକାରୀ ବାଂଲାଦେଶକୁ ୨-୦ରେ ହରାଇଛି ଭାରତ। ବର୍ଷା ବାଧାପ୍ରାପ୍ତ କାନପୁର ଟେଷ୍ଟରେ ସହଜ ବିଜୟ ହାସଲ କରିଛି ଭାରତ। ପ୍ରଥମ ଟେଷ୍ଟକୁ ୨୮୦ ରନରେ ଭାରତ ଜିତିଥିବା ବେଳେ ଦ୍ବିତୀୟ ଟେଷ୍ଟକୁ ୭ ଓ୍ବିକେଟରେ…