Odisha Link
Bridging the Missing Links in Odisha

୪୭ ଓଆରଏସ୍ ଅଧିକାରୀଙ୍କ ବଦଳି

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତକାଲି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ଏହି ଅଦଳ ବଦଳ ତାଲିକାରେ ସହକାରୀ ଜିଲ୍ଲାପାଳ, ଅତିରିକ୍ତ ତସହିଲଦାର, ଜୋନ୍ ଅଫିସର, ସହକାରୀ ନିର୍ଦ୍ଦେଶକ, ନିର୍ବାହୀ ଅଧିକାରୀ, ସବ୍ ରେଜିଷ୍ଟ୍ରାର ଆଦି ପଦବୀରେ କାର୍ଯ୍ୟରତ ୪୭ ଜଣ ଓଆରଏସ୍ ଅଧିକାରୀ ରହିଛନ୍ତି।

Leave A Reply

Your email address will not be published.