କଟକ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ…
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିବା ପରେ କଟକକୁ ମିଳିଲା ନୂଆ ଡିସିପି। ନୂଆ ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଜଗମୋହନ ମିନା। ନୂଆ ଡିସିପି ଭାବେ ଦାୟିତ୍ୱ ନେବା ପରେ ଡିସିପି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଡିସିପିଙ୍କୁ ହ୍ବାଟ୍ସଆପ୍ରେ ଅଭିଯୋଗ…