Odisha Link
Bridging the Missing Links in Odisha
Daily Archives

October 2, 2024

ଭୁବନେଶ୍ୱର ଗଣଦୁଷ୍କର୍ମ ଘଟଣା, ବନ୍ଧା…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ମୈତ୍ରୀ ବିହାରର ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୁଲିସ। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ୍‌.ଦେବଦତ୍ତ ସିଂହ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଏହି ଘଟଣାରେ ୨ ଜଣ ନୁହେଁ ୩ଜଣଙ୍କ ସମ୍ପୃକ୍ତି ରହିଛି। ୩ ଜଣଙ୍କୁ ଗିରଫ…

ଭାରତରେ ଖେଳାଯିବ ପ୍ରଥମ ଖୋ ଖୋ…

ଓଏଲ୍‌ ବ୍ୟୁରୋ: ଭାରତରେ ଖେଳାଯିବ ପ୍ରଥମ ଖୋ ଖୋ ବିଶ୍ବକପ୍। ଏନେଇ ଘୋଷଣା କରିଛନ୍ତି ଖୋ ଖୋ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (କେକେଏଫ୍‌ଆଇ) ଏବଂ ଅନ୍ତର୍ଜାତୀୟ ଖୋ ଖୋ ଫେଡେରେସନ୍‌। ୨୦୨୫ ମସିହାରେ ପ୍ରଥମ ଖୋ ଖୋ ବିଶ୍ବକପ୍‌ ଭାରତରେ ଆୟୋଜନ କରାଯିବ। ଏହି ପ୍ରତିଯୋଗିତାରେ ୬ଟି ମହାଦେଶର ୨୪ଟି ଦେଶ ଅଂଶଗ୍ରହଣ…

ଆଇସିସି ରାଙ୍କିଙ୍ଗରେ ଚମକିଲେ ଭାରତୀୟ…

ଓଏଲ୍‌ ବ୍ୟୁରୋ: କାନପୁର ଟେଷ୍ଟ ଫଳାଫଳ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ରାଙ୍କିଙ୍ଗରେ ଆଣିଛି ଚମକ। ଆଜି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଯେଉଁଥିରେ କମାଲ କରିଛନ୍ତି ଟିମ୍‌ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳି ଯଶ୍ବସୀ ଜୟଶଓ୍ବାଲ ଓ ଅଭିଜ୍ଞ ପେସ୍‌ ବୋଲର ଯଶପ୍ରୀତ…

ନେତା ଶୂନ୍ୟ ହୋଇଯିବ ବିଜେଡି: ମନମୋହନ…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଡ଼ ବୟାନ ଦେଇଛନ୍ତି। ସେ…

ବନ୍ୟା ପାଣିରେ ଜରୁରୀ ଅବତରଣ କଲା…

ଓଏଲ୍‌ ବ୍ୟୁରୋ: ବିହାରର ମୁଜାଫରପୁରରେ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ ହେଲିକପ୍ଟର ପାଣିକୁ ଖସିପଡ଼ିଛି। କୁହାଯାଉଛି, ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକାଇବାକୁ ଯାଇଥିବା ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ବିପଜ୍ଜନକ ଭାବେ ବନ୍ୟା ପାଣିରେ ଅବତରଣ କରିବାକୁ ବାଧ୍ୟ…

ପ୍ରକାଶ ପାଇଲା ବିଜ୍ଞପ୍ତି, ନଭେମ୍ବର ୩ରୁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍‌)-୨୦୨୩ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୬୮୦ ଜଣ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷା ଦେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଜ୍ଞପ୍ତି ଅନୁସାରେ,…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ,…

ଓଏଲ୍‌ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଗାମୀ ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ରାଜ୍ୟରେ ପୁଣି ଲଗାଣ ବର୍ଷା ସମ୍ଭାବନା। ଏନେଇ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏଥର ଶୀତ କେମିତି ରହିବ…

ମାଲକାନଗିରି ଏସ୍‌ପି ହେଲେ ବିନୋଦ ପାଟିଲ

ଓଏଲ୍‌ ବ୍ୟୁରୋ: ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ମାଲକାନଗିରି ଏସ୍‌ପି ହେଲେ ବିନୋଦ ପାଟିଲ। ରାହୁଲ ଗୋଏଲ ହେଲେ କଟକ ରେଲୱେ ଏସ୍‌ପି। ପୂର୍ବରୁ ବିନୋଦ ପାଟିଲ୍‌ କେସିଙ୍ଗାର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିବାବେଳେ ରାହୁଲ ଗୋଏଲ ବାଲିଗୁଡ଼ାରେ ଏସ୍‌ଡିପିଓ ଭାବେ କାର୍ଯ୍ୟ…

ପୁରୀ ବେଳାଭୂମିରେ ‘ସ୍ୱଚ୍ଛତା ହିଁ…

ଓଏଲ୍‌ ବ୍ୟୁରୋ: ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂରଣ ହୋଇଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ପୁରୀ ବେଳାଭୂମିରେ 'ସ୍ୱଚ୍ଛତା ହିଁ ସେବା'ର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସ୍ୱଭାବରେ ସ୍ୱଛତା ଆଣିବା ତଥା ସଂସ୍କାରରେ ସ୍ୱଚ୍ଛତାକୁ…

ମନ୍ତ୍ରୀଙ୍କ ନିବେଦନ, ଛାତ୍ରଛାତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ଗଣଶିକ୍ଷା ବିଭାଗ ନବମ ଓ ଦଶମ ଶ୍ରେଣୀ ପୋଷାକ ରଙ୍ଗରେ ପରିବର୍ତ୍ତନ କରିଛି। ପୂର୍ବପରି ପୋଷାକର ଡିଜାଇନ୍ ସମାନ ରହିଥିବାବେଳେ କେବଳ ରଙ୍ଗ ବଦଳିଛି। ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ ବଦଳିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ…