Odisha Link
Bridging the Missing Links in Odisha
Daily Archives

October 3, 2024

ଷ୍ଟାର୍ଟଅପ୍‌ ଓଡ଼ିଶା ଇସି ପଦରୁ ମୁକ୍ତ…

ଓଏଲ୍‌ ବ୍ୟୁରୋ: ଷ୍ଟାର୍ଟଅପ୍‌ ଓଡ଼ିଶା ଇସି ପଦରୁ ମୁକ୍ତ ହେଲେ ଡ. ଓମକାର ରାୟ। ସେପ୍ଟେମ୍ବର ୩୦ରୁ ଅବ୍ୟାହତି ନେଇଥିବା ଏମଏସଏମଇ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ମେକ୍ ଇନ୍ ଓଡିଶା କନକ୍ଲେଭ -୨୨ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡ. ଓମକାର ରାୟ ବର୍ତ୍ତମାନ ଷ୍ଟାର୍ଟଅପ୍‌ ଓଡ଼ିଶା ଇସି ପଦରୁ…

ନକଲି କ୍ଷୀର ପରେ ନକଲି ଘିଅ କାରଖାନା ଠାବ

ଓଏଲ୍‌ ବ୍ୟୁରୋ: ଦୁଗ୍ଧରେ ଅପମିଶ୍ରଣ ପରେ କଟକରୁ ପୁଣି ଏକ ନକଲି ଘିଅ କାରଖାନା ଠାବ ହୋଇଛି। ଜଗତପୁର ନ୍ୟୁ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍‌ ଭିତରୁ ଠାବ କରାଯାଇଛି। ବାଲ୍ ଗୋପାଳ ନାମକ ଘିଅ କମ୍ପାନୀରେ ଚଢ଼ାଉ ହୋଇଥିବାବେଳେ ମାଲିକକୁ ଅଟକ ରଖାଯାଇଛି। ସୂଚନା ଅନୁସାରେ, କଟକରେ ନକଲି କ୍ଷୀର ପ୍ରସ୍ତୁତ ୟୁନିଟ୍…

ଚାକିରିରୁ ବିଦା ଦେଲେ ପୂର୍ବତନ…

ଓଏଲ୍‌ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ପୂର୍ବତନ ପିଏସଓ ମିତ୍ରଭାନୁ ଦେଓଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ପୂର୍ବରୁ ତାଙ୍କୁ ନିଲମ୍ଵିତ କରାଯାଇଥିବାବେଳେ ଏବେ ତାଙ୍କୁ ବହିଷ୍କୃତ କରାଯାଇଛି। ନିଜର ଦାୟିତ୍ୱ ତଥା କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ।…

ଟ୍ୱିନ୍ ସିଟିର ଅତିରିକ୍ତି ସିପି ଭାବେ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିବା ପରେ ଆଜି ଅତିରିକ୍ତ ସିପି ଭାବେ କାର୍ଯ୍ୟଭାର ସମ୍ଭାଳିଲେ ଉମାଶଙ୍କର ଦାସ। ପୁଲିସ କମିଶନରେଟ୍ କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କଲେ ଅତିରିକ୍ତ ପୁଲିସ କମିଶନର।ଉମାଶଙ୍କର ଦାଶ ଦାୟିତ୍ବ ଗ୍ରହଣ କରିବା ପରେ ପୁଲିସ ହେଡ୍ କ୍ବାର୍ଟରରେ ସମସ୍ତ…

ସାଇକେଲ ବୁଲାଇଲା ଚାରିଧାମ, ଜଗା ଦର୍ଶନ…

ଓଏଲ୍‌ ବ୍ୟୁରୋ: ସାଇକେଲରେ ଭୁବନେଶଙ୍କ ଚାରିଧାମ ଯାତ୍ରା। ସନାତନ ଧର୍ମର ପ୍ରଚାର ପ୍ରସାର ସାଇକେଲ ଚଲାଇ ଚାରି ଧାମ ଯାତ୍ରା କରିଛନ୍ତି ରାଜସ୍ଥାନ ଗଙ୍ଗାପୁର ଅଞ୍ଚଳର ୨୬ ବର୍ଷୀୟ ଯୁବକ ଭୁବନେଶ। ଆାଜି ସକାଳୁ ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିବା ସହିତ ଚାରି ଧାମର ଯାତ୍ରା…

ରାଜଭବନ ଏବେ ରାଜନୈତିକ ଆଡ୍ଡାସ୍ଥଳୀ:…

ଓଏଲ୍‌ ବ୍ୟୁରୋ: ଶଙ୍ଖ ଭବନରେ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସିଧାସଳଖ ଟାର୍ଗେଟ କରାଯାଇଛି। ବିଜେଡି ନେତା କହିଛନ୍ତି, ରାଜ୍ୟପାଳଙ୍କ ପୁଅ ଏସଏଓଙ୍କୁ ମାଡ଼ ମାଡ଼ିବା ଘଟଣା ଏତେଦିନ ବିତି ଯାଇଥିବାବେଳେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।…

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିଲା…

ଓଏଲ୍‌ ବ୍ୟୁରୋ: ବିରୋଧ ପରେ ଘୁଞ୍ଚିଲା ବାଲେଶ୍ବର ସୁବର୍ଣ୍ଣରେଖା ଜନଶୁଣାଣି ତାରିଖ। ପୂର୍ବରୁ ୭ ତାରିଖ ସ୍ଥିର ହୋଇଥିବାବେଳେ ବର୍ତ୍ତମାନ ତାହା ପରିବର୍ତନ ହୋଇ ୨୨ରେ କରାଯାଇଛି। ୭ ତାରିଖ ପରିବର୍ତ୍ତେ ୨୨ରେ ହେବ ସୁବର୍ଣ୍ଣରେଖା ଜନଶୁଣାଣି। କେବଳ ତାରିଖ ନୁହେଁ ହାଇକୋର୍ଟ ନିର୍ଦ୍ଦେଶ ପରେ ସ୍ଥାନରେ…

ଓଡ଼ିଶା ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି। ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପୁ୍ଞ୍ଜି…

ଭୁବନେଶ୍ବର ଡିସିପି ଭାବେ ଦାୟିତ୍ୱ ନେଲେ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିବା ପରେ ଆଜି ଭୁବନେଶ୍ବରକୁ ଡିସିପି ମିଳିଛି। ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପିନାକ ମିଶ୍ର। ଭୁବନେଶ୍ବର ଡିସିପି ଭାବେ ଦାୟିତ୍ୱ ନେବା ପରେ ପିନାକ ମିଶ୍ର ପ୍ରତିକ୍ରିୟା କରିଛନ୍ତି। ସେ କହିଛନ୍ତି, ସୁରକ୍ଷା ଓ…

ଚାଷୀଙ୍କ ପାଇଁ ଖୁସି ଖବର: ଅକ୍ଟୋବର ୫ରେ…

ଓଏଲ୍‌ ବ୍ୟୁରୋ: ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ମୋଟ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।…