Odisha Link
Bridging the Missing Links in Odisha

ମନି ଲଣ୍ଡରିଂ ମାମଲା: ଆଜହାରୁଦ୍ଦିନଙ୍କୁ ଇଡିର ସମନ

ଓଏଲ୍‌ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଜହାରୁଦ୍ଦିନଙ୍କୁ ଝଟକା। ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଦୁର୍ନୀତି ମାମଲାରେ ଇଡି ସମନ ଜାରି କରିଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ୨୦ କୋଟି ଟଙ୍କା ହେରଫେର୍‌ ଅଭିଯୋଗ ନେଇ ସମନ କରାଯାଇଛି। ତେବେ ଇଡି ଏନେଇ ପଚରାଉଚରା ଜାରି କରିବା ପାଇଁ ଆଜହାରୁଦ୍ଦିନଙ୍କୁ ସମନ କରିଛି।

Leave A Reply

Your email address will not be published.