ଷ୍ଟାର୍ଟଅପ୍ ଓଡ଼ିଶା ଇସି ପଦରୁ ମୁକ୍ତ ହେଲେ ଓମକାର ରାୟ
![](https://www.odishalink.com/wp-content/uploads/2024/10/WhatsApp-Image-2024-10-03-at-5.39.37-PM-750x430.jpeg)
ଓଏଲ୍ ବ୍ୟୁରୋ: ଷ୍ଟାର୍ଟଅପ୍ ଓଡ଼ିଶା ଇସି ପଦରୁ ମୁକ୍ତ ହେଲେ ଡ. ଓମକାର ରାୟ। ସେପ୍ଟେମ୍ବର ୩୦ରୁ ଅବ୍ୟାହତି ନେଇଥିବା ଏମଏସଏମଇ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ମେକ୍ ଇନ୍ ଓଡିଶା କନକ୍ଲେଭ -୨୨ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡ. ଓମକାର ରାୟ ବର୍ତ୍ତମାନ ଷ୍ଟାର୍ଟଅପ୍ ଓଡ଼ିଶା ଇସି ପଦରୁ ଅବ୍ୟାହତି ନେଇଛନ୍ତି।