Odisha Link
Bridging the Missing Links in Odisha
Daily Archives

October 3, 2024

ବବି ଦାସ ଉପନିର୍ବାଚନ ଲଢ଼ିବା ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ବିଜେଡିର ଟାଣୁଆ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କ ପୁଣିଥରେ ନିର୍ବାଚନ ଲଢିବା ବୟାନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ଯାଜପୁର ବିଧାୟିକା। ବିଧାୟିକା ସୁଜାତା ସାହୁ କହିଛନ୍ତି, ମୋର ଇସ୍ତଫା ଦେବାର ନାହିଁ। ପ୍ରଣବ ଦାସ ଉପନିର୍ବାଚନ…

୧୬୩ ଧାରା ସତ୍ତ୍ୱେ ଭଦ୍ରକକୁ ମିଳିଲା ନୂଆ…

ଓଏଲ୍‌ ବ୍ୟୁରୋ: ଅଶାନ୍ତ ଭଦ୍ରକ ଓ ଧାମନଗର ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି। ଇଣ୍ଟରନେଟ୍‌ ସେବା ସ୍ବାଭାବିକ ହୋଇଛି। ଶାନ୍ତିରକ୍ଷା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ବିଭିନ୍ନ ସଂଗଠନ ସହ ଆଲୋଚନା ଜାରି ରଖିଛନ୍ତି। ତେବେ, ଦୁଇଟି ଥାନା ଅଞ୍ଚଳରେ ୧୬୩ ଧାରା ଜାରି ରହିଛି। ପୁରୁଣା ବଜାର ଓ ଧାମନଗର…

ଦ୍ୱନ୍ଦ୍ୱ ଦୂର କଲେ ସରକାର, ଓଡ଼ିଶାରେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଜଙ୍ଗଲରେ ପାଖାପାଖି ୬୯୬ କଲରାପତରିଆ ବାଘ ରହିଛନ୍ତି। ଏନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବନବିଭାଗ ଦ୍ୱାରା ନିଜସ୍ୱ ବାଘ ଗଣନା ରିପୋର୍ଟ ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ୬୯୬ କଲରାପତରିଆ ବାଘ ରହିଛନ୍ତି । ୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ୭୬୦ ଥିଲା । ୨୦୨୨ ଏହା ହ୍ରାସ…

ଦିଲ୍ଲୀରେ ପୁଞ୍ଜି ନିବେଶକଙ୍କ ସହ…

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ରାଷ୍ଟ୍ରଦୂତଙ୍କ ଆଗରେ ରାଜ୍ୟର କଳା, ସଂସ୍କୃତିକୁ ପ୍ରଦର୍ଶନ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାର ଶାଢ଼ୀ,…

ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ,…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନ ଓ ବିଜେଡି ବିଧାୟକଙ୍କ…

ମନି ଲଣ୍ଡରିଂ ମାମଲା: ଆଜହାରୁଦ୍ଦିନଙ୍କୁ…

ଓଏଲ୍‌ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଜହାରୁଦ୍ଦିନଙ୍କୁ ଝଟକା। ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଦୁର୍ନୀତି ମାମଲାରେ ଇଡି ସମନ ଜାରି କରିଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ୨୦ କୋଟି ଟଙ୍କା ହେରଫେର୍‌ ଅଭିଯୋଗ ନେଇ ସମନ କରାଯାଇଛି। ତେବେ ଇଡି ଏନେଇ ପଚରାଉଚରା…

ମନମୋହନଙ୍କୁ ବିଜେଡି ବିଧାୟକଙ୍କ କଡ଼ା…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଡ଼ ବୟାନ ଦେଇଥିଲେ। ସେ…

ଘୂର୍ଣ୍ଣିବଳୟ ସକ୍ରିୟ, ରାଜ୍ୟରେ ପୁଣି…

ଓଏଲ୍‌ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଗାମୀ ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନିକଟରେ ଲଘୁଚାପର ରୂପ ନେବାର ଆଶଙ୍କା ରହିଛି। ଲଘୁଚାପ ପ୍ରଭାବରେ ୪ ତାରିଖ ବେଳକୁ ରାଜ୍ୟରେ ପୁଣି ଲଗାଣ ବର୍ଷା ସମ୍ଭାବନା।…

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ରାଷ୍ଟ୍ରଦୂତଙ୍କ ଆଗରେ ରାଜ୍ୟର କଳା, ସଂସ୍କୃତିକୁ ପ୍ରଦର୍ଶନ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶାର ଶାଢ଼ୀ,…

ରୋଗୀ ସାଜି ଆସିଲେ ୨ ଦୁର୍ବୃତ୍ତ,…

ଓଏଲ୍‌ ବ୍ୟୁରୋ: କୋଲକାତା ଡାକ୍ତର ହତ୍ୟାକାଣ୍ଡର ୨ ମାସ ପରେ ପୁଣି ଏକ ଡାକ୍ତର ହତ୍ୟା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦିଲ୍ଲୀ ଜୋତପୁରର କାଳିନ୍ଦୀକୁଞ୍ଜ ଥାନା ଅଞ୍ଚଳରେ ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ନିର୍ମମ ହତ୍ୟା କରିଛନ୍ତି…