Odisha Link
Bridging the Missing Links in Odisha
Daily Archives

October 4, 2024

ହକି ଇଣ୍ଡିଆ ଲିଗ୍‌ 2.0: ୭ ବର୍ଷ ପରେ…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଆରମ୍ଭ ହେବ ହକିର ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ। ୭ ବର୍ଷ ପରେ ପୁଣିଥରେ ଫେରିଛି ହକି ଇଣ୍ଡିଆ ଲିଗ୍। ହକି ଇଣ୍ଡିଆ ସଭାପତି ତଥା ଓଡ଼ିଆ ପୁଅ ଦିଲ୍ଲୀପ ତିର୍କୀଙ୍କ ପ୍ରଚେଷ୍ଟାରେ ପୁଣିଥରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍। ଆସନ୍ତା ଡିସେମ୍ବର ୨୮ ତାରିଖରୁ…

ଗରିବଙ୍କୁ ମିଳିବ ମାଗଣା ୪ ଡିସିମିଲ ଜମି

ଓଏଲ୍‌ ବ୍ୟୁରୋ: ଗରିବ ଲୋକଙ୍କୁ ମିଳିବ ୪ ଡିସିମିଲ ମାଗଣା ଜମି। ଏନେଇ ଆଜି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଗରିବ ଲୋକଙ୍କୁ ୪ ଡିସିମିଲ ଜମି ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ଅଟେ।ଏଥିପାଇଁ ବର୍ତ୍ତମାନ ସର୍ଭେ କାମ ଚାଲିଥିବା ବେଳେ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ବୋଲି ରାଜସ୍ବ…

ଛତିଶଗଡ଼ ଏନକାଉଣ୍ଟର: ୩୦ ନକ୍ସଲ ସଫା

ଓଏଲ୍‌ ବ୍ୟୁରୋ: ସୁରକ୍ଷାକର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଛି। ଛତିଶଗଡ଼ ସୀମାନ୍ତରେ ହୋଇଥିବା ଏନକାଉଣ୍ଟରରେ ୩୦ ନକ୍ସଲ ସଫା ହୋଇଥିବା ସୂଚନା ରହିଛି। ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଦୀର୍ଘସମୟ ଧରି ହୋଇଥିବା ଗୁଳିବିନିମୟ ହୋଇଥିଲା। ତିଶଗଡ଼ର ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲାର ସୀମାନ୍ତ…

ମହିଳା ଟି-୨୦ ବିଶ୍ବକପ୍‌: ପ୍ରଥମେ ବୋଲିଂ…

ଓଏଲ୍‌ ବ୍ୟୁରୋ: ବାଂଲାଦେଶରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ଖେଳାଯାଉଛି ମହିଳା ଟି-୨୦ ବିଶ୍ବକପ୍। ଗୁରୁବାରଠୁ କ୍ରିକେଟ ମହାକୁମ୍ଭ ଆରମ୍ଭ ହୋଇ ସାରିଥିବା ବେଳେ ଆଜିଠୁ ଭାରତୀୟ ମହିଳା ଦଳ ତାର ଅଭିଯାନ ଆରମ୍ଭ କରିଛି। ବିଶ୍ବକପ୍‌ର ୪ର୍ଥ ମ୍ୟାଚ୍‌ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଛି। ନ୍ୟୁଜିଲାଣ୍ଡ…

ମହିଳା ଟି-୨୦ ବିଶ୍ବକପ୍‌: ଆଜିଠୁ ଅଭିଯାନ…

ଓଏଲ୍‌ ବ୍ୟୁରୋ: ବାଂଲାଦେଶରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ଖେଳାଯାଉଛି ମହିଳା ଟି-୨୦ ବିଶ୍ବକପ୍। ଗୁରୁବାରଠୁ କ୍ରିକେଟ ମହାକୁମ୍ଭ ଆରମ୍ଭ ହୋଇ ସାରିଥିବା ବେଳେ ଆଜିଠୁ ଭାରତୀୟ ମହିଳା ଦଳ ତାର ଅଭିଯାନ ଆରମ୍ଭ କରିବ। ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତୀୟ ଦଳ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ…

ଯାଜପୁରରେ ରଥଯାତ୍ରା, ଚଳଚଞ୍ଚଳ…

ଓଏଲ୍ ବ୍ୟୁରୋ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ବିରଜା। ଭାରତର ୫୧ଟି ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ବିରଜା କ୍ଷେତ୍ରର ରହିଛି ଅନେକ ପ୍ରସିଦ୍ଧି। ରାଜ୍ୟର ଅନ୍ୟ ଶକ୍ତିପୀଠଗୁଡିକ ପରି ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଦିବସୀୟ ଦୁର୍ଗାପୂଜା। ଏହି ଶାରଦୀୟ ପୂଜାର ବିଶେଷ ଆକର୍ଷଣ ହେଉଛି…

ଜୁନାଗଡ଼ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ୨୪ ବର୍ଷର ବିଜେଡି ଶାସନରେ ବିରାମ ଲାଗିଥିବାବେଳେ ବିଜେପିକୁ ରାଜ୍ୟ ଶାସନ ଭାର ମିଳିଛି। ଏସବୁ ଭିତରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକୁ ନେଇ ବିଜେପି ବିଧାୟକ ମାନେ ପ୍ରଚେଷ୍ଟା ଜାରି କରିଥିବାବେଳେ ବିଜେଡି ମଧ୍ୟ ବିରୋଧୀ ଭୂମିକାକୁ ସମ୍ଭାଳିବାର…

ଛତିଶଗଡ଼ରେ ଏନ୍‌କାଉଣ୍ଟର, ୭ ନକ୍ସଲ ସଫା

ଓଏଲ୍ ବ୍ୟୁରୋ: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ଅଟକାଇଲେ ସୁରକ୍ଷାକର୍ମୀ। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରିଛନ୍ତି। ଏନ୍‌କାଉଣ୍ଟରରେ ୭ ନକ୍ସଲଙ୍କ ମୃତଦେହ ମିଳିଥିବାବେଳେ ମାଓ ସାମଗ୍ରୀ ଜବତ ହୋଇଛି। ଏବେ ବି…

ସୁସ୍ଥ ହୋଇ ଫେରିଲେ ଗୋବିନ୍ଦା, ମଙ୍ଗଳବାର…

ଓଏଲ୍‌ ବ୍ୟୁରୋ: ଅଭିନେତା ଗୋବିନ୍ଦା ଅକ୍ଟୋବର ୧ ତାରିଖରେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ନିଜ ବନ୍ଧୁକ ସଫା କରୁଥିବା ବେଳେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଗିଥିଲା ଗୁଳି।ବନ୍ଧୁକରୁ ଗୁଳି ଫୁଟିଯିବାରୁ ଅଭିନେତା ଗୋବିନ୍ଦା ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ…

ଜାଲରେ ପଡ଼ିଲେ ଯନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଲାଞ୍ଚ ନେଇ ଧରାପଡିଲେ ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ। ୭ ହଜାର ନେଲା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ…