Odisha Link
Bridging the Missing Links in Odisha

ଛତିଶଗଡ଼ରେ ଏନ୍‌କାଉଣ୍ଟର, ୭ ନକ୍ସଲ ସଫା

ଓଏଲ୍ ବ୍ୟୁରୋ: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ଅଟକାଇଲେ ସୁରକ୍ଷାକର୍ମୀ। ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରିଛନ୍ତି। ଏନ୍‌କାଉଣ୍ଟରରେ ୭ ନକ୍ସଲଙ୍କ ମୃତଦେହ ମିଳିଥିବାବେଳେ ମାଓ ସାମଗ୍ରୀ ଜବତ ହୋଇଛି। ଏବେ ବି ଏନ୍‌କାଉଣ୍ଟର ଚାଲିଥିବାବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Leave A Reply

Your email address will not be published.