Odisha Link
Bridging the Missing Links in Odisha
Daily Archives

October 5, 2024

ଆଜି ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି…

ଭୁବନେଶ୍ବର: ଆଜି ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବ କନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ। ଅନେକ ବୀର ନିଜର ଜୀବନକୁ ବାଜି ଲଗାଇ ଭାରତକୁ ସ୍ୱାଧୀନ କରିଥିଲେ। ସେ ମଧ୍ୟରୁ ଅନ୍ୟତମ ହେଲେ ସହିଦ ବାଜି ରାଉତ। ତେବେ ଆଜି ତାଙ୍କ ଜନ୍ମଦିବସରେ ଆସନ୍ତୁ ଜାଣିବା ଭାରତର ସର୍ବକନିଷ୍ଠ…

ଆଜି ନିଯୁକ୍ତି ସମାରୋହ: ୧୬,୦୦୯ କନିଷ୍ଠ…

ଓଏଲ୍‌ ବ୍ୟୁରୋ: ଆହୁରି ସୁଦୃଢ଼ ହେବ ରାଜ୍ୟର ଶିକ୍ଷା ବ୍ୟବସ୍ଥା। ରାଜ୍ୟର ଶିକ୍ଷା କ୍ଷେତ୍ରକୁ ମିଳିବ ନୂଆ ଉର୍ଜା। କାରଣ ଆଜି ୧୬,୦୦୯ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତି ପତ୍ର ଦେବେ ରାଜ୍ୟ ସରକାର। କଳିଙ୍ଗ ଷ୍ଟାଡିୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ନିଯୁକ୍ତି ସମାରୋହ ଓ ନବନିଯୁକ୍ତ…

ହରିଆଣା ବିଧାନସଭା ନିର୍ବାଚନ: ୧୦୩୧…

ଓଏଲ୍‌ ବ୍ୟୁରୋ: ନେତା ବାଛୁଛନ୍ତି ହରିଆଣାବାସୀ। ୯୦ଟିତ ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୨ କୋଟିରୁ ଅଧିକ ଭୋଟର ମତ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ସମସ୍ତ ବୁଥ ପ୍ରସ୍ତୁତ ଅଛି। ସକାଳୁ ଭୋଟ ଦେବାକୁ ଲୋକଙ୍କ ଭିଡ଼ ଜମିଲାଣି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…