Odisha Link
Bridging the Missing Links in Odisha
Daily Archives

October 7, 2024

ବଦଳିବ ସରକାରୀ କୋଠାର ରଙ୍ଗ, ପୂର୍ତ୍ତ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଜାରି କଲା ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି। ଏଣିକି ବଦଳିବ ସରକାରୀ କୋଠାର ରଙ୍ଗ। ସମସ୍ତ ସରକାରୀ କୋଠାରର ରଙ୍ଗ ସମାନ ରହିବ। କୋଠାର ବାହାର କାନ୍ଥ କମଳା ଓ କୋଠାର ବର୍ଡର ଲାଲ୍‌ ରଙ୍ଗ ରହିବ। ଏନେଇ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି କରାଯାଇଛି।…

ବ୍ୟକ୍ତିଗତ ସଚିବଙ୍କ ପାଇଁ ଗାଇଡଲାଇନ୍…

ଓଏଲ୍‌ ବ୍ୟୁରୋ: ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଅତିରିକ୍ତ ସଚିବ ବା ଯୁଗ୍ମ ସଚିବ ପାହ୍ୟା ଅଫିସର ବ୍ୟକ୍ତିଗତ ସଚିବ ହୋଇପାରିବେ। ସେହିପରି ଯୁଗ୍ମ ସଚିବ ବା ଅନୁ ସଚିବ ପାହ୍ୟା ଅଫିସର ଓଏସଡି…

ଆଦର୍ଶ ବିଦ୍ୟାଳୟ ନିକଟରେ ସଡ଼କ…

ଓଏଲ୍‌ ବ୍ୟୁରୋ: ବେଲପଡ଼ା ଥାନା ଆଦର୍ଶ ବିଦ୍ୟାଳୟ ନିକଟରେ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରକ୍‌ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ବେଲପଡ଼ା ଥାନା ଆଦର୍ଶ ବିଦ୍ୟାଳୟ ନିକଟରେ ଘଟିଥିବା ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଟଣାଗଡ଼ ହସ୍ପିଟାଲରେ…

ବିଜେଡି ପରାଜୟ ପ୍ରସଙ୍ଗ: ବିଜେପି…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ରାଜ୍ୟ ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ବଡ଼ ବୟାନ ଦେଇଛନ୍ତି।…

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ…

ଓଏଲ୍‌ ବ୍ୟୁରୋ: କୋଲକାତାର ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରିଛି ସିବିଆଇ। ଚାର୍ଜସିଟରେ ହୋଇଛି ବଡ଼ ଖୁଲାସା। ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରଯାଇ ନଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ ସଞ୍ଜୟ ରୟ…

ନୋବେଲ ପୁରସ୍କାର ୨୦୨୪: ସମ୍ମାନିତ ହେବେ…

ଓଏଲ୍‌ ବ୍ୟୁରୋ: ନୋବେଲ ପୁରସ୍କାର ୨୦୨୪ ଘୋଷଣା କରାଯାଇଛି। ମାଇକ୍ରୋ ଆରଏନଏ ଆବିଷ୍କାର ପାଇଁ ସଫଳତା ପାଇଛନ୍ତି ୨ ବୈଜ୍ଞାନିକ। ଦୁଇ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର ମିଳିବ। ଭିକ୍ଟର ଆମ୍ବ୍ରୋସ ଓ ଗ୍ୟାରି ରୁଭକୁନ ନୋବେଲ ପାଇବେ ବୋଲି ଘୋଷଣା ହୋଇଛି। ମାଇକ୍ରୋ ଆରଏନଏ ଆବିଷ୍କାର ପାଇଁ…

ମୁସଲମାନଙ୍କୁ ଚେତାଇଲେ କେନ୍ଦ୍ରମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ଜମ୍ମୁ-କଶ୍ମୀର ଓ ହରିଆଣା ବିଧାନସଭାର ନିର୍ବାଚନ ଫଳାଫଳ। ଏହାପୂର୍ବରୁ ଆସି ସାରିଛି ଏକଜିଟ୍‌ ପୋଲ୍। ଯେଉଁଥିରେ କଂଗ୍ରେସ ଆଗରେ ରହିଥିବା ସୂଚନା ରହିଛି। ତେବେ ଆସନ୍ତାକାଲି ଫଳାଫଳ ସାମ୍ନାକୁ ଆସିଲେ କିଏ ମାରିବ ବାଜି ତାହା ଜଣାପଡ଼ିବ। ଏସବୁ ମଧ୍ୟରେ ଚର୍ଚ୍ଚାର…

ନକ୍ସଲ ମୁକାବିଲା ନେଇ ଗୁରୁମନ୍ତ୍ର ଦେଲେ…

ଓଏଲ୍ ବ୍ୟୁରୋ: ନୂଆଦିଲ୍ଲୀରେ ମାଓ ମୁକାବିଲା ନେଇ ସମୀକ୍ଷା ବୈଠକ କରାଯାଇଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ବୈଠକ ହୋଇଥିବାବେଳେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିବାବେଳେ ମୁଖ୍ୟ ସଚିବ ମନୋଜ…

ଭିଜିଲାନ୍ସ ପଞ୍ଝାରେ କାର୍ଯ୍ୟନିର୍ବାହୀ…

ଓଏଲ୍ ବ୍ୟୁରୋ: ଲାଞ୍ଚ ନେବା ପଡିଲା ମହଙ୍ଗା। ଭିଜିଲାନ୍ସ ପଞ୍ଝାରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ। ଭିଜିଲାନ୍ସ ଜାଲରେ ପଡ଼ିଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ସୁବର୍ଣ୍ଣପୁର ଜଳସେଚନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ। ୪୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ…

ବୁଧବାର ୨୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା…

ଓଏଲ୍‌ ବ୍ୟୁରୋ: ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ଖୁସି ଖବର। କାରଣ ଅକ୍ଟୋବର ୯ ତାରିଖରେ ରାଜ୍ୟ ସରକାର ସୁଧା ଛାଡ଼ କରିବେ। ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଛାଡ଼ କରାଯିବ। ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ସୁଧ ଛାଡ଼ କରିବେ ମୋହନ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।…