Odisha Link
Bridging the Missing Links in Odisha
Daily Archives

October 7, 2024

‘ଡିସେମ୍ବର ସୁଦ୍ଧା ସମସ୍ତ…

ଓଏଲ୍ ବ୍ୟୁରୋ: ପ୍ରଥମ ଦୁଇଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇନଥିବା ଆବେଦନକାରୀଙ୍କ ପାଇଁ ବଡ଼ ଖବର। ପ୍ରଥମ ଦୁଇଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ଆସନ୍ତା ଡ଼ିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା…

ଖାତାକୁ ଗଲା ସୁଭଦ୍ରା ଟଙ୍କା

ଓଏଲ୍ ବ୍ୟୁରୋ: ସୁଭଦ୍ରା ଆବେଦନକାରୀଙ୍କ ପାଇଁ ଖୁସି ଖବର। ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ୧ ଟଙ୍କା ଆଜି ପ୍ରଦାନ କରାଯାଇଛି। ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଟଙ୍କା ଦିଆଯିବ। ଆଜି ସୁଦ୍ଧା ୩୨ ଲକ୍ଷ ଏମ୍‌ପିସିଆଇ କ୍ଲିୟରାନ୍ସ ସମ୍ପୂର୍ଣ୍ଣ ହୋଇଛି। ତେବେ…

ପରିବାର ଲୋକ ମାନିଲେନି ଗୋଟିଏ କଥା, ୧୩…

ଓଏଲ୍‌ ବ୍ୟୁରୋ: ପ୍ରେମ ପାଇଁ ପର ହେଲା ପରିବାର। ଚାଲିଗଲା ଗୋଟିଏ ପରିବାରର ୧୩ ଜୀବନ। ପାକିସ୍ତାନର ସିନ୍ଧ ଅଞ୍ଚଳରୁ ଆସିଛି ଛାତିଥରେଇ ଦେବା ଭଳିଆ ଖବର। ଏଭଳି ଭୟାନକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି ପୁଲିସ। ଗିରଫ ହୋଇଥିବା ଯୁବତୀ ଜଣଙ୍କ ନିଜ ଦୋଷ ସ୍ବୀକାର କରିଛନ୍ତି।…

ଶ୍ରୀକ୍ଷେତ୍ରରେ ପାର୍ବଣର ସ୍ୱତନ୍ତ୍ର…

ଓଏଲ୍ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀରେ ପାର୍ବଣର ବିଭିନ୍ନ ନୀତିକାନ୍ତି ଆଡମ୍ବରରେ ପାଳନ କରାଯାଉଛି। ଏସବୁ ଭିତରେ ସେବାୟତ ସମ୍ପ୍ରଦାୟରେ ଏକ ବିଶେଷ ପର୍ବ ନେତପିଲା ଦେଖିବାକୁ ମିଳିଛି। ସେବାୟତ କୂଳର କୁମାରୀ କନ୍ୟା ମାନେ ପାରମ୍ପରିକ ବେଶ ଓ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ମାର୍କଣ୍ଡେୟ…

ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଆଇସିୟୁ ଖବର…

ଓଏଲ୍‌ ବ୍ୟୁରୋ: ବିଶ୍ବର ଜଣାଶୁଣା ଉଦ୍ୟୋଗପତି, ସମାଜସେବୀ ଓ ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ୍‌ ରତନ ଟାଟା ମେଡିକାଲରେ ଭର୍ତ୍ତି। ମୁମ୍ବାଇର ଏକ ପ୍ରତିଷ୍ଠିତ ମେଡିକାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସେପଟେ ସ୍ୱାସ୍ଥ୍ୟବସ୍ଥା ନେଇ ରତନ ଟାଟା ଏକ…

୨୦୨୬ ସୁଦ୍ଧା ନିପାତ ହେବେ ନକ୍ସଲ: ଅମିତ…

ଓଏଲ୍ ବ୍ୟୁରୋ: ନୂଆଦିଲ୍ଲୀରେ ମାଓ ମୁକାବିଲା ନେଇ ସମୀକ୍ଷା ବୈଠକ କରାଯାଇଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମାଓ ମୁକାବିଲା ବୈଠକ ହୋଇଥିବାବେଳେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିବାବେଳେ ମୁଖ୍ୟ ସଚିବ ମନୋଜ…

ଆଇସିୟୁରେ ରତନ ଟାଟା, ମୁମ୍ବାଇରେ ଚାଲିଛି…

ଓଏଲ୍‌ ବ୍ୟୁରୋ: ବିଶ୍ବର ଜଣାଶୁଣା ଉଦ୍ୟୋଗପତି, ସମାଜସେବୀ ଓ ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ୍‌ ରତନ ଟାଟା ମେଡିକାଲରେ ଭର୍ତ୍ତି। ମୁମ୍ବାଇର ଏକ ପ୍ରତିଷ୍ଠିତ ମେଡିକାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ ରତନ ଟାଟାଙ୍କ ରବିବାର ବିଳମ୍ବିତ ରାତିରେ ସ୍ବାସ୍ଥ୍ୟବସ୍ଥା…

ରାଜରାସ୍ତାରେ ଆରଆଇ ପରୀକ୍ଷାର୍ଥୀ,…

ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। OSSSC ବିରୋଧରେ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଏକାଧିକ ଛାତ୍ରଛାତ୍ରୀ ବିକ୍ଷୋଭ କରିଛନ୍ତି। RI, ARI, ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ କରିବା ସହ ସ୍ବଚ୍ଛତାର ସହ ପୁନଃ…

ପାର୍ବଣରେ ଉପରମୁହାଁ ପରିବା ଦର, ଶହେ…

ଓଏଲ୍ ବ୍ୟୁରୋ: ପାର୍ବଣରେ ସମୟରେ ସାରା ରାଜ୍ୟ ଚଳଚଂଚଳ ହୋଇଥିବାବେଳେ ନବରାତ୍ରି ପୂଜାରେ ଶତାଧିକ ବିଭୋର। ଏସବୁ ଭିତରେ ପରିବା ଦର ପରିବା ବଜାରରେ ନିଆଁ ଲାଗିଛି। ପାର୍ବଣ ବେଳେ ପରିବା ଦର ବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକେଇଛି। ଟମାଟୋ ଦର ୧୦୦ଟଙ୍କା ହୋଇଥିବାବେଳେ ପିଆଜ ଦର ମଧ୍ୟ…

ସୁଭଦ୍ରା ଯୋଜନା: ଆଜି ହିତାଧିକାରୀଙ୍କୁ…

ଓଏଲ୍ ବ୍ୟୁରୋ: ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା'ର ଆଜି ଆସିବ ୧ ଟଙ୍କା। ଆଜି ୧ ଟଙ୍କା ଆସିବାର ଅଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ 'ସୁଭଦ୍ରା' ଟଙ୍କା। ଆଜି ସୁଦ୍ଧା ବୋଧେ ୧ କୋଟି ମହିଳାଙ୍କ ଆବେଦନ ପୂରଣ ହେବ।…