Odisha Link
Bridging the Missing Links in Odisha
Daily Archives

October 8, 2024

ହରିୟାଣାରେ ତୃତୀୟ ଥର ବିଜେପି ସରକାର,…

ଓଏଲ୍‌ ବ୍ୟୁରୋ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହରିୟାଣା ନିର୍ବାଚନରେ ଏକ ପ୍ରକାର ବାଜି ମାରିଛି ବିଜେପି। କାମ କରିଛି ମୋଦି ମ୍ୟାଜିକ। ହରିୟାଣା ନିର୍ବାଚନ ଫଳାଫଳ ରୋମାଞ୍ଚକର ସ୍ଥିତି ଆଡକୁ ଗତି କରିଛି। ୯୦ ଆସନରୁ ୪୮ ଆସନ ହାତେଇ ଭାରତୀୟ ଜନତା ପାର୍ଟି ବାଜି ମାରିଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ…

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ…

ଓଏଲ୍‌ ବ୍ୟୁରୋ: ଜାତୀୟ ସ୍ତରରେ ସଫଳତାର ଶୀର୍ଷ ଛୁଇଁଲା ଓଡ଼ିଆ ଚଳଚିତ୍ର ଦମନ। ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ୨୦୨୨ରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ 'ଦମନ'କୁ ମିଳିଲା ଜାତୀୟ…

ଜମ୍ମୁ-କଶ୍ମୀରରେ ମଉଳିଲା ବିଜେପିର ଆଶା,…

ଓଏଲ୍‌ ବ୍ୟୁରୋ: ଆଜି ପ୍ରକାଶ ପାଇଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ। ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରରେ ମତଦାନ ହୋଇଥିଲା। ଆଉ ତାର ଫଳାଫଳ ଆଜି ପ୍ରକାଶ ପାଉଛି। ଜମ୍ମୁ-କଶ୍ମୀରର ୯୦ ସିଟ୍‌ ଆସନ ମଧ୍ୟରୁ ୪୨ଟି ଆସନରେ ଜମ୍ମୁ-କଶ୍ମୀର ନେଶନାଲ କନଫରେନ୍ସ ବାଜି…

ନିର୍ବାଚନୀ ଅନିୟମିତତା ମାମଲା: ସୁଯୋଗ…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ କେତେକ ମାମଲା ଦାଏର ହୋଇଛି। ହାଇକୋର୍ଟ ପର୍ଯ୍ୟାୟକ୍ରମେ ମାମଲାଗୁଡ଼ିକର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରୁଛନ୍ତି। ଏସବୁ ଭିତରେ କଣ୍ଟାବାଞ୍ଜି ବିଧାନସଭା ଆସନକୁ ନେଇ ବଡ଼ ଖବର…

ନର୍ଲା ପଞ୍ଚାୟତ ସମିତି ନିର୍ବାଚନ ମାମଲା:…

ଓଏଲ୍‌ ବ୍ୟୁରୋ: ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ହାଇକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ଖାଲି ପଡ଼ିଥିବା ସମିତି ସଭ୍ୟ ଓ ଅଧ୍ୟକ୍ଷ ପଦ ପାଇଁ ସାନି ବିଜ୍ଞପ୍ତି ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାନି ବିଜ୍ଞପ୍ତି ଜାରି ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ…

ପଦାର୍ଥ ବିଜ୍ଞାନ ପାଇଁ ୨ ଜଣଙ୍କୁ…

ଓଏଲ୍‌ ବ୍ୟୁରୋ: ନୋବେଲ ପୁରସ୍କାର ୨୦୨୪ ଘୋଷଣା କରାଯାଇଛି। ପଦାର୍ଥ ବିଜ୍ଞାନ ପାଇଁ ୨ ଜଣଙ୍କୁ ମିଳିବ ନୋବେଲ୍‌ ପୁରସ୍କାର। ଚଳିତ ବର୍ଷର ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଜନ୍. ହୋପଫିଲ୍ଡ ଓ ଜେଫ୍ରି ହିଣ୍ଟନଙ୍କୁ ମିଳିବ। ସେହିଭଳି ମାଇକ୍ରୋ ଆରଏନଏ ଆବିଷ୍କାର ପାଇଁ ସଫଳତା ପାଇଛନ୍ତି ୨…

ହରିୟାଣା ଜନମତ: ଲଡୱାରୁ ଜିତିଲେ…

ଓଏଲ୍‌ ବ୍ୟୁରୋ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜମ୍ମୁ-କଶ୍ମୀର ଓ ହରିୟାଣା ନିର୍ବାଚନର ଫଳାଫଳ ରୋମାଞ୍ଚକର ସ୍ଥିତି ଆଡକୁ ଗତି କରିଛି। ଜମ୍ମୁ କଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ବିଜେପି ଠାରୁ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ସେହିଭଳି ହରିୟାଣା ପ୍ରଥମରୁ କଂଗ୍ରେସ ଆଗରେ…

ଟ୍ୱିନ୍‌ ସିଟିରେ ପୂଜା ସୁରକ୍ଷା, ସହର…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ପାର୍ବଣ। ଚଳଚଂଚଳ ପୂରପଲ୍ଲୀ। ମାଆ'ଙ୍କ ଆଗମନ ପାଇଁ ପୂଜା ମଣ୍ଡପ ଯେତିକି ସଜେଇ ହୋଇଛି, ଜନତାଙ୍କ ସୁରକ୍ଷା ପାଇଁ ସେତିକି ତତ୍ପର ହୋଇଛି ପୁଲିସ ବିଭାଗ। ପୂଜା ପାଇଁ କଟକ ଓ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍‌ ବ୍ୟବସ୍ଥା ଓ ଅପରାଧ ନିୟନ୍ତ୍ରଣ…

ଜଗା ଦର୍ଶନ କଲେ ଜଷ୍ଟିସ ଅରିଜିତ ପଶାୟତ,…

ଓଏଲ୍‌ ବ୍ୟୁରୋ: ଆଜି ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଜଷ୍ଟିସ ଅରିଜିତ ପଶାୟତ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପାର୍ଶ୍ଵ ଦେବା ଦେବୀଙ୍କୁ ଦର୍ଶନ କରିଛନ୍ତି। ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ରତ୍ନଭଣ୍ଡାର କେହି ଖୋଲି…

ନିଯୁକ୍ତି ମେଳା: ୨୮୪ ଜଣ ନବନିଯୁକ୍ତ…

ଓଏଲ୍‌ ବ୍ୟୁରୋ: ପ୍ରଶାସନକୁ ଆହୁରି କ୍ରିୟାଶୀଳ କରି ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗର ୨୮୪ ଜଣ ନବ ମନୋନୀତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ…