Odisha Link
Bridging the Missing Links in Odisha

ବାରିପଦାରେ ମୁଖ୍ୟମନ୍ତ୍ରୀ, ମହିଳାଙ୍କୁ ମିଳିବ ଦୁର୍ଗାପୂଜା ଭେଟି

ଓଏଲ୍‌ ବ୍ୟୁରୋ: ବାରିପଦାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁଲିସ ରିଜର୍ଭ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ କିଛି ସମୟ ପରେ ମହିଳାଙ୍କୁ ପ୍ରଦାନ କରିବେ ସୁଭଦ୍ରା ଟଙ୍କା। ବାରିପଦା ଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ। NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ।

Leave A Reply

Your email address will not be published.