Odisha Link
Bridging the Missing Links in Odisha

ଭୁଶୁଡ଼ିଲା ଛାତ, ଭଗ୍ନାବଶେଷ ତଳେ ଫସିଛନ୍ତି ଶ୍ରମିକ!

ଓଏଲ୍‌ ବ୍ୟୁରୋ: ଭୁଶୁଡ଼ିଲା ନିର୍ମାଣାଧିନ କୋଠାର ଛାତ। ନିର୍ମାଣାଧିନ କୋଠାର ଛାତ ପଡ଼ିବା ବେଳେ ଏହି ଅଘଟଣ ଘଟିଛି। ଛାତ ଭୁଶୁଡ଼ି ୩ରୁ ୪ ଜଣ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି। ଢେଙ୍କାନାଳ ଏନ୍ଏଚ୍-୫୫ ମହିଷାପାଟ ନିକଟରେ ଭୁଶୁଡ଼ିଲା ଛାତ। ଭଗ୍ନାବଶେଷ ତଳୁ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.