Odisha Link
Bridging the Missing Links in Odisha

ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ, ଯୋଗ ଦେବେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: କିଛି ସମୟ ପରେ ଆରମ୍ଭ ହେବ କେନ୍ଦ୍ର କ୍ୟାବିନେଟ୍ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବ। ଆଜି ଅପରାହ୍ନ ୪ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ସମସ୍ତ ମନ୍ତ୍ରୀଙ୍କୁ ଗୁରୁତ୍ବପୂର୍ଣ୍ଣ ଟାସ୍କ ଦେବେ ପ୍ରଧାନମନ୍ତ୍ରୀ ମୋଦି। ସବୁ ମନ୍ତ୍ରାଳୟର ବିଭାଗୀୟ ମନ୍ତ୍ରୀ ରିପୋର୍ଟ ଦେବେ।

Leave A Reply

Your email address will not be published.