‘ନିହନ ହିଡାନ୍କ୍ୟୋ’କୁ ନୋବେଲ ଶାନ୍ତି ପୁରସ୍କାର

ଓଏଲ୍ ବ୍ୟୁରୋ: ନୋବେଲ ଶାନ୍ତି ପୁରସ୍କାର ୨୦୨୪ ଘୋଷଣା ହୋଇଛି। ଜାପାନୀ ସଂସ୍ଥା ‘ନିହନ ହିଡାନ୍କ୍ୟୋ’କୁ ନୋବେଲ ଶାନ୍ତି ପୁରସ୍କାର। ଏହା ହିବାକୁଶା ନାମରେ ମଧ୍ୟ ଜଣାଶୁଣା। ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ‘ନିହନ ହିଡାନ୍କ୍ୟୋ’। ବୋମା ବିଭୀଷିକାରୁ ବଞ୍ଚି ଯାଇଥିବା ହିରୋସିମା, ନାଗାସାକି ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ଏହି ସଂସ୍ଥା। ବିଶ୍ବକୁ ପରମାଣୁ ବୋମା ମୁକ୍ତ କରିବାକୁ ସଚେତନତା ସୃଷ୍ଟି କରୁଛି। ‘ନିହନ ହିଡାନ୍ କ୍ୟୋ’ ନୋବେଲ ଶାନ୍ତି ପୁରସ୍କାର