Odisha Link
Bridging the Missing Links in Odisha
Daily Archives

October 14, 2024

ନୋବେଲ ପୁରସ୍କାର ୨୦୨୪: ଅର୍ଥନୀତିରେ ୩…

ଓଏଲ୍‌ ବ୍ୟୁରୋ: ଅର୍ଥନୀତି ବିଭାଗ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଚଳିତଥର ଅର୍ଥନୀତି ପାଇଁ ନୋବେଲ୍‌ ପୁରସ୍କାର ପାଇବେ ୩ ଜଣ ଅର୍ଥଶାସ୍ତ୍ରୀ। ଅର୍ଥନୀତି କ୍ଷେତ୍ରରେ ଅବଦାନ ପାଇଁ ରୟାଲ ସ୍ୱିଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସେଜ୍ ପକ୍ଷରୁ ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା…

‘ବ୍ରିକ୍ସ ବିଜିନେସ୍‌ ଫୋରମ୍‌…

ଭୁବନେଶ୍ବର: ଜଣାଶୁଣା ଲେଖକ ତଥା ଉଦ୍ୟୋଗୀ ଶୁଭ୍ରାଂଶୁ ପଣ୍ଡା ରୁଷିଆର ରାଜଧାନୀ ମସ୍କୋଠାରେ ହେବାକୁ ଥିବା 'ବ୍ରିକ୍ସ ବିଜିନେସ୍‌ ଫୋରମ୍‌ ୨୦୨୪'ରେ ଯୋଗଦେବେ। ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ଭାରତରୁ ଏକ ୩୮ ଜଣିଆ ଯୁବ ଉଦ୍ୟୋଗୀ ଦଳ ଏହି ସମ୍ମିଳନୀରେ ଯୋଗଦେଉଥିବା ବେଳେ ଏଥିରେ ଓଡ଼ିଶାରୁ ଶ୍ରୀ ପଣ୍ଡା ସାମିଲ…

କାଲି ଖୋଲିବ ଦେଶର ସବୁଠୁ ବଡ଼ ଆଇପିଓ,…

ଓଏଲ୍‌ ବ୍ୟୁରୋ: ଦେଶର ବଡ଼ କାର ନିର୍ମାତା କମ୍ପାନୀ ମଧ୍ୟରୁ ଗୋଟିଏ ହେଉଛି ହୁଣ୍ଡାଇ ମୋଟର ଇଣ୍ଡିଆ। ଏବେ ହୁଣ୍ଡାଇ ମୋଟର ଇଣ୍ଡିଆ ଆଇପିଓ ବଜାରରେ ପ୍ରବେଶ କରିଛି। ଅକ୍ଟୋବର ୧୫ ତାରିଖରୁ ନିବେଶକଙ୍କ ପାଇଁ ହୁଣ୍ଡାଇ ମୋଟର ଇଣ୍ଡିଆ ଆଇପିଓ ଖୋଲିବାକୁ ଯାଉଛି। ଏହି ଆଇପିଓ ଜରିଆରେ କମ୍ପାନୀ ୨୭,୮୭୦ କୋଟି…

ସଂଶୋଧନ ହୋଇପାରେ ରେରା ଆଇନ, ବଡ଼ ବୟାନ…

ଓଏଲ୍‌ ବ୍ୟୁରୋ: ଜମି କିଣାବିକାକୁ ନେଇ ଅନେକ ସମସ୍ୟା ସାମ୍ନାକୁ ଆସୁଥିବାବେଳେ ରାଜସ୍ବ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି। ସମ୍ବଲପୁରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରେରା ଆଇନରେ ସଂଶୋଧନ ଆବଶ୍ୟକ ହେଉଛି। ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି। ଆଇନରେ ସଂଶୋଧନ…

ବିଜେଡି କଳି: କାରଣ ଦର୍ଶାଅ ନୋଟିସ୍‌କୁ…

ଓଏଲ୍‌ ବ୍ୟୁରୋ: ଶଙ୍ଖ ଭବନରେ ଆରମ୍ଭ ହୋଇଥିବା ଭୁବନେଶ୍ବର ବିଜେଡି କଳି ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ରାଜଧାନୀରୁ ଆରମ୍ଭ କରି ଗାଁରେ ବିଜେଡି କଳି କଥାରେ ଲାଗି ରହିଛି ଚର୍ଚ୍ଚା। ଏସବୁ ମଧ୍ୟରେ ଭୁବନେଶ୍ବର ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ ୧୫ ଦିନ ତଳେ ୪ ଜଣ…

ବିଜେଡି ଛାଡ଼ିଲେ ଅମର ଶତପଥୀ, ଲେନିନ୍‌…

ଓଏଲ୍‌ ବ୍ୟୁରୋ: କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା ବୟାନବାଜିିରେ ଲାଗିଲା ବିରାମ। ଦଳରେ ଯଦି ଅମର ଶତପଥୀ ଶ୍ବାସରୁଦ୍ଧ ହୋଇଯାଉଛନ୍ତି ତେବେ ଛାଡ଼ି ଚାଲିଯାଆନ୍ତୁ ବୋଲି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି…

ଦିନଥିଲା ବିଜେଡିରେ ଟିକେଟ ବାଣ୍ଟୁଥିଲି:…

ଓଏଲ୍‌ ବ୍ୟୁରୋ: କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା ବୟାନବାଜିିରେ ଲାଗିଲା ବିରାମ। ବିଜେଡିରେ ନଥିବା କହିଛନ୍ତି ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀ। ଗଣମାଧ୍ୟମକୁ ଅମର ଶତପଥୀ କହିଛନ୍ତି, ଦିନ ଥିଲା ମୁଁ…

ଆଜିଠୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ…

ଓଏଲ୍‌ ବ୍ୟୁରୋ: ଆଶ୍ୱିନ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ ଆଗାମୀ କାର୍ତିକ ମାସ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପ୍ରତିଦିନ ଶ୍ରୀଜୀଉଙ୍କର ଅନୁଷ୍ଠିତ ହୁଏ ରାଧା ଦାମୋଦର ବେଶ। ଏଥିସହ ଆଜିଠାରୁ କାର୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହୋଇଥାଏ ସ୍ୱତନ୍ତ୍ର ବାଳଭୋଗ ନୀତି।…

ଏଥର ପ୍ରଦୂଷଣମୁକ୍ତ ଦୀପାବଳୀ, ରାଜଧାନୀରେ…

ଓଏଲ୍‌ ବ୍ୟୁରୋ: ସରିଲା ଦୁର୍ଗାପୂଜା, ପରେ ପରେ ଆରମ୍ଭ ହେବାକୁ ଯାଉଛି ଲକ୍ଷ୍ମୀପୂଜା ଆଉ ପାଖେଇ ଆସୁଛି ଦୀପାବଳି। ତେବେ ଏଥର ପ୍ରଦୂଷଣକୁ ନଜରରେ ରଖି ନିୟମ କଡା କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଥିବାବେଳେ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି। ଏସବୁ ଭିତରେ ସରକାର ଏକ ବଡ଼…

ଟାଟାଙ୍କ ନାମରେ ନାମିତ ହେଲା MSSU

ଓଏଲ୍‌ ବ୍ୟୁରୋ: ବାଜିବ ମହାରାଷ୍ଟ୍ର ନିର୍ବାଚନ ବିଗୁଲ। ନିର୍ବାଚନ ପୂର୍ବରୁ ସିନ୍ଧେ କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ସେଥିରେ ଶିଳ୍ପ ରତ୍ନ କୁହାଯାଉଥିବା ରତନ ଟାଟାଙ୍କୁ ମାନେ ରଖିବା ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ମହାରାଷ୍ଟ୍ରରେ ଥିବା ମହାରାଷ୍ଟ୍ର କୌଶଳ ବିକାଶ…