Odisha Link
Bridging the Missing Links in Odisha

ବିମାନରେ ବୋମା ଆତଙ୍କ, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଓଏଲ୍‌ ବ୍ୟୁରୋ: ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ। ମୁମ୍ବାଇରୁ ଆମେରିକାର ନ୍ୟୁୟର୍କ ଯାଉଥିଲା ବିମାନ। ବୋମା ଧମକ ପରେ ବିମାନର ଦିଗ ପରିବର୍ତ୍ତନ କରାଯାଇ ଦିଲ୍ଲୀ ଏୟାରକୋର୍ଟରେ ଜରୁରୀ ଅବତରଣ କରାଗଲା। ବୋମା ଆତଙ୍କ ପରେ ଜରୁରୀ ଅବତରଣ କଲା ବିମାନ। ବିମାନ ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ଅଣାଯାଇଥିଲା। ଏହାପରେ ବିମାନଟିକୁ ଯାଞ୍ଚ କରାଯାଉଛି। ଦିଲ୍ଲୀ ଏୟାରପୋର୍ଟରେ ବିମାନର ଯାଞ୍ଚ କରାଯାଇଛି।

Leave A Reply

Your email address will not be published.