Odisha Link
Bridging the Missing Links in Odisha

ଦିନଥିଲା ବିଜେଡିରେ ଟିକେଟ ବାଣ୍ଟୁଥିଲି: ଅମର ଶତପଥୀ

ଓଏଲ୍‌ ବ୍ୟୁରୋ: କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା ବୟାନବାଜିିରେ ଲାଗିଲା ବିରାମ। ବିଜେଡିରେ ନଥିବା କହିଛନ୍ତି ବଡ଼ଚଣାର ପୂର୍ବତନ ବିଧାୟକ ଅମର ଶତପଥୀ।

ଗଣମାଧ୍ୟମକୁ ଅମର ଶତପଥୀ କହିଛନ୍ତି, ଦିନ ଥିଲା ମୁଁ ବିଜେଡିରେ ଟିକେଟ୍‌ ବାଣ୍ଟୁଥିଲି। ଏବେ କିନ୍ତୁ କିଛିଦିନ ହେଲା ସକ୍ରିୟ ରାଜନୀତିରୁ ନିବୃତ ରହିଛି। ବର୍ତ୍ତମାନ ଆଉ ବିଜେଡିରେ ନାହିଁ। ଏବେ ସ୍ବାଧୀନ ବୋଲି କହିଛନ୍ତି ଅମର ଶତପଥୀ। ସଭ୍ୟ ସଂଗ୍ରହ ଅଭିଯାନରେ ସଭ୍ୟପଦ ନବୀକରଣ କରିନି। ଏବେ ଆଉ ବିଜେଡିର ସଦସ୍ୟ ନାହିଁ।

Leave A Reply

Your email address will not be published.